ତିନି ରଥରେ ଆଜ୍ଞାମାଳ ଲାଗି ପରେ ଦକ୍ଷିଣ ମୋଡ଼ ଆରମ୍ଭ

The Sakala Picture
Published On

ପୁରୀ:ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା। ଜନ୍ମ ବେଦୀରେ ଲୀଳାଖେଳା କରୁଥିବା ମହାପ୍ରଭୁ ବାହୁଡା଼ରେ ରତ୍ନବେଦୀ ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଶନିବାର ତିନିରଥର ଦକ୍ଷିଣ ମୋଡ କରାଯାଉଛି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ସମ୍ମୁଖରେ ଥିବା ତିନିରଥଙ୍କୁ ନାକଚଣା ଦ୍ବାରକୁ ନିଆଯାଉଛି। ଶନିବାର ଗୁଣ୍ଡିଚା ମନ୍ଦିରରେ ଥିବା ତିନିଠାକୁରଙ୍କଠାରୁ ତିନିବାଡର ପୂଜାପଣ୍ଡା ଆଜ୍ଞାମାଳ ଆଣି ତିନିରଥରେ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ ବାଜିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ […]

ପୁରୀ:ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା। ଜନ୍ମ ବେଦୀରେ ଲୀଳାଖେଳା କରୁଥିବା ମହାପ୍ରଭୁ ବାହୁଡା଼ରେ ରତ୍ନବେଦୀ ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଶନିବାର ତିନିରଥର ଦକ୍ଷିଣ ମୋଡ କରାଯାଉଛି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ସମ୍ମୁଖରେ ଥିବା ତିନିରଥଙ୍କୁ ନାକଚଣା ଦ୍ବାରକୁ ନିଆଯାଉଛି। ଶନିବାର ଗୁଣ୍ଡିଚା ମନ୍ଦିରରେ ଥିବା ତିନିଠାକୁରଙ୍କଠାରୁ ତିନିବାଡର ପୂଜାପଣ୍ଡା ଆଜ୍ଞାମାଳ ଆଣି ତିନିରଥରେ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ ବାଜିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ପୁଲିସ କର୍ମଚାରୀ ରଥ ଟାଣିଥିଲେ। ଅପରାହ୍ନ ପ୍ରାୟ ୨ଟା ସୁଦ୍ଧା ଦେବଦଳନ ରଥ ନାକଚଣା ଦ୍ବାରରେ ଲାଗିଥିଲା। ଏହାପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯିବ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

17 Jul 2021 By The Sakala

ତିନି ରଥରେ ଆଜ୍ଞାମାଳ ଲାଗି ପରେ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ:ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା। ଜନ୍ମ ବେଦୀରେ ଲୀଳାଖେଳା କରୁଥିବା ମହାପ୍ରଭୁ ବାହୁଡା଼ରେ ରତ୍ନବେଦୀ ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଶନିବାର ତିନିରଥର ଦକ୍ଷିଣ ମୋଡ କରାଯାଉଛି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ସମ୍ମୁଖରେ ଥିବା ତିନିରଥଙ୍କୁ ନାକଚଣା ଦ୍ବାରକୁ ନିଆଯାଉଛି। ଶନିବାର ଗୁଣ୍ଡିଚା ମନ୍ଦିରରେ ଥିବା ତିନିଠାକୁରଙ୍କଠାରୁ ତିନିବାଡର ପୂଜାପଣ୍ଡା ଆଜ୍ଞାମାଳ ଆଣି ତିନିରଥରେ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ ବାଜିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ପୁଲିସ କର୍ମଚାରୀ ରଥ ଟାଣିଥିଲେ। ଅପରାହ୍ନ ପ୍ରାୟ ୨ଟା ସୁଦ୍ଧା ଦେବଦଳନ ରଥ ନାକଚଣା ଦ୍ବାରରେ ଲାଗିଥିଲା। ଏହାପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯିବ।

https://www.thesakala.in/latest-odisha-news/three-chariot-prepare-for-bahuda-yatra/article-3844
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର