ସରିଲା ବିଜେଡି ବିଧାୟକମାନଙ୍କ ବୈଠକ: ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ନବୀନଙ୍କ ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ବର: ସରିଲା ବିଜେଡି ବିଧାୟକମାନଙ୍କ ବୈଠକ। ନବୀନ ନିବାସରେ ପାଖାପାଖି ୪୦ ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ଉପସଭାପତି ଦେବୀ ମିଶ୍ର, ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବିଧାନସଭା ଶେଷ ହେବାପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟତଃ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ସଦସ୍ୟତା ଅଭିଯାନକୁ ଆଗକୁ […]

ଭୁବନେଶ୍ବର: ସରିଲା ବିଜେଡି ବିଧାୟକମାନଙ୍କ ବୈଠକ। ନବୀନ ନିବାସରେ ପାଖାପାଖି ୪୦ ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ଉପସଭାପତି ଦେବୀ ମିଶ୍ର, ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବିଧାନସଭା ଶେଷ ହେବାପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟତଃ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ସଦସ୍ୟତା ଅଭିଯାନକୁ ଆଗକୁ ବଢାଇବା ସହିତ ଯେଉଁଠି କମ ସଦସ୍ୟତା ଏପର୍ଯ୍ୟନ୍ତ ହୋଇଛି ସେହି ଅଞ୍ଚଳରେ ଅଧିକ ସଦସ୍ୟ ଯୋଡିବା ପାଇଁ ସୁପ୍ରିମୋ କହିଛନ୍ତି। ସେହିପରି ତୃଣମୂଳ ସ୍ତରରେ ସଂଗଠନର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି।ଏହି ବୈଠକ ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ବିଜେଡ଼ି ଉପ ସଭାପତି ଦେବୀ ମିଶ୍ର।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

11 Dec 2024 By The Sakala

ସରିଲା ବିଜେଡି ବିଧାୟକମାନଙ୍କ ବୈଠକ: ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ବର: ସରିଲା ବିଜେଡି ବିଧାୟକମାନଙ୍କ ବୈଠକ। ନବୀନ ନିବାସରେ ପାଖାପାଖି ୪୦ ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ଉପସଭାପତି ଦେବୀ ମିଶ୍ର, ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବିଧାନସଭା ଶେଷ ହେବାପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟତଃ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ସଦସ୍ୟତା ଅଭିଯାନକୁ ଆଗକୁ ବଢାଇବା ସହିତ ଯେଉଁଠି କମ ସଦସ୍ୟତା ଏପର୍ଯ୍ୟନ୍ତ ହୋଇଛି ସେହି ଅଞ୍ଚଳରେ ଅଧିକ ସଦସ୍ୟ ଯୋଡିବା ପାଇଁ ସୁପ୍ରିମୋ କହିଛନ୍ତି। ସେହିପରି ତୃଣମୂଳ ସ୍ତରରେ ସଂଗଠନର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି।ଏହି ବୈଠକ ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ବିଜେଡ଼ି ଉପ ସଭାପତି ଦେବୀ ମିଶ୍ର।

https://www.thesakala.in/latest-odisha-news/naveens-emphasis-on-organizational-growth-and-party-membership/article-37181
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର