ଚଳିତ ବର୍ଷ ରଥଯାତ୍ରା ଓ ବାହୁଡାରେ ଛେରାପହଁରା କରିବେ ଗଜପତି ମହାରାଜା

The Sakala Picture
Published On

କୋଭିଡ୍ କଟକଣା ଭିତରେ ଚଳିତ ବର୍ଷ ଆୟୋଜିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ଏହି ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବେ । ଏନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗଜପତି ମହାରାଜ ସ୍ୱାଗତ କରିଛନ୍ତି । ଚଳିତ ବର୍ଷ କୋଭିଡ୍‌ କଟକଣା ନିୟମ ପାଳନ ପୂର୍ବକ ୧୪୪ ଧାରା ଜାରି […]

କୋଭିଡ୍ କଟକଣା ଭିତରେ ଚଳିତ ବର୍ଷ ଆୟୋଜିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ଏହି ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବେ । ଏନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗଜପତି ମହାରାଜ ସ୍ୱାଗତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଚଳିତ ବର୍ଷ କୋଭିଡ୍‌ କଟକଣା ନିୟମ ପାଳନ ପୂର୍ବକ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ମଧ୍ୟ ଏପରି ହୋଇଥିଲା ଏବଂ କଟକଣାକୁ ଆଖି ଆଗରେ ରଖି ଗଜପତି ମହାରାଜ ଗତବର୍ଷ ଏଥିରେ ଯୋଗ ଦେଇନଥିଲେ । ତାଙ୍କ ବଦଳରେ ମୁଦିରସ୍ତ ରଥଉପରେ ନୀତି ମହାପ୍ରଭୁଙ୍କ ନୀତି ସମାପନ କରିଥିଲେ । କିନ୍ତୁ ଚଳିତ ବର୍ଷ ଗଜପତି ମହାରାଜ ଏଥିରେ ଯୋଗ ଦେବା ସହିତ ଛେରାପହଁରା କରିବେ ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

06 Jul 2021 By The Sakala

ଚଳିତ ବର୍ଷ ରଥଯାତ୍ରା ଓ ବାହୁଡାରେ ଛେରାପହଁରା କରିବେ ଗଜପତି ମହାରାଜା

କୋଭିଡ୍ କଟକଣା ଭିତରେ ଚଳିତ ବର୍ଷ ଆୟୋଜିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ଏହି ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବେ । ଏନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗଜପତି ମହାରାଜ ସ୍ୱାଗତ କରିଛନ୍ତି ।

ଚଳିତ ବର୍ଷ କୋଭିଡ୍‌ କଟକଣା ନିୟମ ପାଳନ ପୂର୍ବକ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ମଧ୍ୟ ଏପରି ହୋଇଥିଲା ଏବଂ କଟକଣାକୁ ଆଖି ଆଗରେ ରଖି ଗଜପତି ମହାରାଜ ଗତବର୍ଷ ଏଥିରେ ଯୋଗ ଦେଇନଥିଲେ । ତାଙ୍କ ବଦଳରେ ମୁଦିରସ୍ତ ରଥଉପରେ ନୀତି ମହାପ୍ରଭୁଙ୍କ ନୀତି ସମାପନ କରିଥିଲେ । କିନ୍ତୁ ଚଳିତ ବର୍ଷ ଗଜପତି ମହାରାଜ ଏଥିରେ ଯୋଗ ଦେବା ସହିତ ଛେରାପହଁରା କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର