ଭୟାବହ ଅଗ୍ନିକାଣ୍ଡ: ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୧୩ ପରିବାରର ୨୦ ବଖରା ଘର ପୋଡି ପାଉଁଶ

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୧୩ ପରିବାରର ପ୍ରାୟ ୨୦ ବଖରା ଘର ପୋଡି ପାଉଁଶ ହେଇଯାଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ୨୦ରୁ ଉର୍ଦ୍ଧ୍ବ ଘର ହୁତୁ ହୁତୁ ହୋଇ ଜଳି ଯାଇଥିଲା । ନିଆଁ ଲାଗିବା ସମୟରେ ଘରେ ଭିତରେ ଥିବା ଜଣେ ଲୋକଙ୍କୁ ଗାଁ ଲୋକ ଉଦ୍ଧାର କରିଥିଲେ […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୧୩ ପରିବାରର ପ୍ରାୟ ୨୦ ବଖରା ଘର ପୋଡି ପାଉଁଶ ହେଇଯାଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ୨୦ରୁ ଉର୍ଦ୍ଧ୍ବ ଘର ହୁତୁ ହୁତୁ ହୋଇ ଜଳି ଯାଇଥିଲା । ନିଆଁ ଲାଗିବା ସମୟରେ ଘରେ ଭିତରେ ଥିବା ଜଣେ ଲୋକଙ୍କୁ ଗାଁ ଲୋକ ଉଦ୍ଧାର କରିଥିଲେ । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଖବାର ପାଇ ଘଟଣା ସ୍ଥଳରେ କୋଦଳା ଓ ଖଲ୍ଲିକୋଟର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୪ ଘଣ୍ଟାର ପରେରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ଦମକଳ ବାହିନୀ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର