ଉନ୍ନତମାନର ସେବା ପାଇଁ ବଢ଼ିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନଙ୍କ ପଦବୀ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ କ୍ୟାଡର ସୃଷ୍ଟି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଦିନକୁ ଦିନ ରୋଗୀଙ୍କ ବୃଦ୍ଧି ପାଉଥିବାରୁ ସବୁ ସରକାରୀ ମେଡିକାଲରେ ଉନ୍ନତମାନର ସେବା ପହଞ୍ଚାଇବା ପାଇଁ ଉଭୟ ପଦବୀରେ ସଂଖ୍ୟା ବୃଦ୍ଧି ହୋଇଛି । ଲାବ୍ ଟେକନିସିଆନ୍ କ୍ୟାଡରରେ ସହକାରୀ ନିର୍ଦ୍ଦେଶକ ଓ ମୁଖ୍ୟ ଟେକନିକାଲ ଅଫିସର ପଦ ନୂଆ […]

ଭୁବନେଶ୍ବର: ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ କ୍ୟାଡର ସୃଷ୍ଟି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଦିନକୁ ଦିନ ରୋଗୀଙ୍କ ବୃଦ୍ଧି ପାଉଥିବାରୁ ସବୁ ସରକାରୀ ମେଡିକାଲରେ ଉନ୍ନତମାନର ସେବା ପହଞ୍ଚାଇବା ପାଇଁ ଉଭୟ ପଦବୀରେ ସଂଖ୍ୟା ବୃଦ୍ଧି ହୋଇଛି । ଲାବ୍ ଟେକନିସିଆନ୍ କ୍ୟାଡରରେ ସହକାରୀ ନିର୍ଦ୍ଦେଶକ ଓ ମୁଖ୍ୟ ଟେକନିକାଲ ଅଫିସର ପଦ ନୂଆ କରି ସୃଷ୍ଟି ହୋଇଛି । ଏବେ ଲାବ୍ ଟେକ୍ନିସିଆନ କ୍ୟାଡରରେ ପଦବୀ ସଂଖ୍ୟା ବଢି ୨୫୮୧ ହୋଇଛି । ସେହିପରି ଫାର୍ମାସିଷ୍ଟ କ୍ୟାଡରରେ ପଦବୀ ସଂଖ୍ୟା ବୃଦ୍ଧି ହୋଇ ୫୦୦୯ରେ ପହଞ୍ଚିଛି। ଚିଫ୍ ଫାର୍ମାସିଷ୍ଟ ଅଫିସର ପରି ନୂଆ ପଦବୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

20 Nov 2023 By The Sakala

ଉନ୍ନତମାନର ସେବା ପାଇଁ ବଢ଼ିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନଙ୍କ ପଦବୀ

ଭୁବନେଶ୍ବର: ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ କ୍ୟାଡର ସୃଷ୍ଟି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଦିନକୁ ଦିନ ରୋଗୀଙ୍କ ବୃଦ୍ଧି ପାଉଥିବାରୁ ସବୁ ସରକାରୀ ମେଡିକାଲରେ ଉନ୍ନତମାନର ସେବା ପହଞ୍ଚାଇବା ପାଇଁ ଉଭୟ ପଦବୀରେ ସଂଖ୍ୟା ବୃଦ୍ଧି ହୋଇଛି । ଲାବ୍ ଟେକନିସିଆନ୍ କ୍ୟାଡରରେ ସହକାରୀ ନିର୍ଦ୍ଦେଶକ ଓ ମୁଖ୍ୟ ଟେକନିକାଲ ଅଫିସର ପଦ ନୂଆ କରି ସୃଷ୍ଟି ହୋଇଛି । ଏବେ ଲାବ୍ ଟେକ୍ନିସିଆନ କ୍ୟାଡରରେ ପଦବୀ ସଂଖ୍ୟା ବଢି ୨୫୮୧ ହୋଇଛି । ସେହିପରି ଫାର୍ମାସିଷ୍ଟ କ୍ୟାଡରରେ ପଦବୀ ସଂଖ୍ୟା ବୃଦ୍ଧି ହୋଇ ୫୦୦୯ରେ ପହଞ୍ଚିଛି। ଚିଫ୍ ଫାର୍ମାସିଷ୍ଟ ଅଫିସର ପରି ନୂଆ ପଦବୀ ସୃଷ୍ଟି ହୋଇଛି।

https://www.thesakala.in/latest-odisha-news/post-of-pharmacist-and-lab-technician-has-been-increased-for-better-quality-of-service/article-27490
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର