ପାରିବାରିକ କଳହର କରୁଣ ପରିଣତି, ତିନି ବର୍ଷର ପୁଅକୁ ଧରି ଟ୍ରେନ ଆଗକୁ ଡେଇଁ ପଡିଲା ମା

The Sakala Picture
Published On

ବାଲେଶ୍ଵର/ରୂପସା : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବସ୍ତା ଥାନା ଅଧିନସ୍ଥ ନୂଆଗାଁ ରେଳ ଷ୍ଟେସନରେ ଜଣେ ମା ନିଜର ୩ ବର୍ଷର ପୁଅକୁ ଧରି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିବାରୁ ଉଭୟ ମାଆ ଓ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି ପଳାସିଆ ଗ୍ରାମର ମନ୍ମଥ ପରିଡାଙ୍କ ଝିଅ ରଞ୍ଜିତା(୨୫) ଓ […]

ବାଲେଶ୍ଵର/ରୂପସା : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବସ୍ତା ଥାନା ଅଧିନସ୍ଥ ନୂଆଗାଁ ରେଳ ଷ୍ଟେସନରେ ଜଣେ ମା ନିଜର ୩ ବର୍ଷର ପୁଅକୁ ଧରି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିବାରୁ ଉଭୟ ମାଆ ଓ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ମୃତକ ଜଣକ ହେଉଛନ୍ତି ପଳାସିଆ ଗ୍ରାମର ମନ୍ମଥ ପରିଡାଙ୍କ ଝିଅ ରଞ୍ଜିତା(୨୫) ଓ ତାଙ୍କର ୩ ବର୍ଷର ପୁଅ ମକରୁ। ସୂଚନା ଅନୁଯାୟୀ ରଞ୍ଜିତା ଆଜି ଅପରାହ୍ନ ପ୍ରାୟ ଅଢେଇଟା ପରେ ନୂଆଗାଁ ଷ୍ଟେସନରେ ବାଲେଶ୍ଵରରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ ମାଲବାହି ଗାଡ଼ି ଆଗକୁ ନିଜର ତିନି ବର୍ଷର ଶିଶୁପୁତ୍ର କୁ ଧରି ଡେଇଁ ପଡିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ରୂପସା ରୁ ଆରପିଏଫ ଟିମ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ କାରଣରୁ ରଞ୍ଜିତା ଏପରି କାଣ୍ଡ ଭିଆଇ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛ। ରଞ୍ଜିତା ଙ୍କ ଶାଶୁଘର ଦୁଧହଂଶା ପଞ୍ଚାୟତର ଦୁଲାଲବାଟି ଗ୍ରାମରେ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କ ନାମ ନଗେନ ସେନାପତି ବୋଲି କୁହାଯାଇଛି।ଶାଶୁ ଘର ଲୋକଙ୍କ କହିବା ଅନୁଯାୟୀ ରଞ୍ଜିତା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ କୈାଣସି କଥାକୁ ନେଇ ଗତକାଲି ଓ ଆଜି ପ୍ରବଳ ପାଟିତୁଣ୍ଡ ହୋଇଥିଲା।ତାପରେ ରଞ୍ଜିତା ଘରୁ ଚାଲିଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

29 May 2021 By The Sakala

ପାରିବାରିକ କଳହର କରୁଣ ପରିଣତି, ତିନି ବର୍ଷର ପୁଅକୁ ଧରି ଟ୍ରେନ ଆଗକୁ ଡେଇଁ ପଡିଲା ମା

ବାଲେଶ୍ଵର/ରୂପସା : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବସ୍ତା ଥାନା ଅଧିନସ୍ଥ ନୂଆଗାଁ ରେଳ ଷ୍ଟେସନରେ ଜଣେ ମା ନିଜର ୩ ବର୍ଷର ପୁଅକୁ ଧରି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିବାରୁ ଉଭୟ ମାଆ ଓ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ମୃତକ ଜଣକ ହେଉଛନ୍ତି ପଳାସିଆ ଗ୍ରାମର ମନ୍ମଥ ପରିଡାଙ୍କ ଝିଅ ରଞ୍ଜିତା(୨୫) ଓ ତାଙ୍କର ୩ ବର୍ଷର ପୁଅ ମକରୁ। ସୂଚନା ଅନୁଯାୟୀ ରଞ୍ଜିତା ଆଜି ଅପରାହ୍ନ ପ୍ରାୟ ଅଢେଇଟା ପରେ ନୂଆଗାଁ ଷ୍ଟେସନରେ ବାଲେଶ୍ଵରରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ ମାଲବାହି ଗାଡ଼ି ଆଗକୁ ନିଜର ତିନି ବର୍ଷର ଶିଶୁପୁତ୍ର କୁ ଧରି ଡେଇଁ ପଡିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ରୂପସା ରୁ ଆରପିଏଫ ଟିମ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ କାରଣରୁ ରଞ୍ଜିତା ଏପରି କାଣ୍ଡ ଭିଆଇ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛ। ରଞ୍ଜିତା ଙ୍କ ଶାଶୁଘର ଦୁଧହଂଶା ପଞ୍ଚାୟତର ଦୁଲାଲବାଟି ଗ୍ରାମରେ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କ ନାମ ନଗେନ ସେନାପତି ବୋଲି କୁହାଯାଇଛି।ଶାଶୁ ଘର ଲୋକଙ୍କ କହିବା ଅନୁଯାୟୀ ରଞ୍ଜିତା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ କୈାଣସି କଥାକୁ ନେଇ ଗତକାଲି ଓ ଆଜି ପ୍ରବଳ ପାଟିତୁଣ୍ଡ ହୋଇଥିଲା।ତାପରେ ରଞ୍ଜିତା ଘରୁ ଚାଲିଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

https://www.thesakala.in/latest-odisha-news/mother-and-her-three-year-old-son-jumped-on-the-train/article-2481
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର