ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

The Sakala Picture
Published On

ଭୁବନେଶ୍ବର: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ (ଦ୍ୱିତୀୟ ପର୍ଯ୍ୟାୟ ଚୟନ) ଏବଂ ପି.ଜି. (ପ୍ରଥମ ପର୍ଯ୍ୟାୟ ଚୟନ)କୁ ଆଗାମୀ ତା.୫.୮.୨୦୨୩ରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଉପ […]

ଭୁବନେଶ୍ବର: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ (ଦ୍ୱିତୀୟ ପର୍ଯ୍ୟାୟ ଚୟନ) ଏବଂ ପି.ଜି. (ପ୍ରଥମ ପର୍ଯ୍ୟାୟ ଚୟନ)କୁ ଆଗାମୀ ତା.୫.୮.୨୦୨୩ରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ, ପି.ଟି.ସି. ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

03 Aug 2023 By The Sakala

ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

ଭୁବନେଶ୍ବର: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ (ଦ୍ୱିତୀୟ ପର୍ଯ୍ୟାୟ ଚୟନ) ଏବଂ ପି.ଜି. (ପ୍ରଥମ ପର୍ଯ୍ୟାୟ ଚୟନ)କୁ ଆଗାମୀ ତା.୫.୮.୨୦୨୩ରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ, ପି.ଟି.ସି. ଜଣାଇଛନ୍ତି ।

https://www.thesakala.in/latest-odisha-news/moved-ug-and-pg-admission-date/article-24098
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର