ମାଓବାଦୀଙ୍କ ଯୋଜନା ପଣ୍ଡ, ବିପୁଳ ପରିମାଣରେ ମାଓ ସାମାଗ୍ରୀ ଜବତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଯୋଡାମ୍ବ କଦଳିବନ୍ଧା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ମିଳିଛିି ବଡ ସଫଳତା। ମାଓବାଦୀଙ୍କ ବିସ୍ଫୋରଣ ଯୋଜନାକୁ  ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି। ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରିଥିଲେ। ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । କଦଳିବନ୍ଧା ଗ୍ରାମ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଯୋଡାମ୍ବ କଦଳିବନ୍ଧା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ମିଳିଛିି ବଡ ସଫଳତା। ମାଓବାଦୀଙ୍କ ବିସ୍ଫୋରଣ ଯୋଜନାକୁ  ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରିଥିଲେ। ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଗୋଟେ ବ୍ୟାଗ  ଯବାନମାନେ ଜବତ କରିଥିଲେ। ଉକ୍ତ ବ୍ୟାଗରୁ ୨ଟି ପ୍ରେସର ମାଇନ୍ ବୋମା, ଗୋଟାଏ ଟିଫିନ ବୋମା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଘଟଣାସ୍ଥଳରେ ବିଏସଏଫ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

23 Feb 2021 By The Sakala

ମାଓବାଦୀଙ୍କ ଯୋଜନା ପଣ୍ଡ, ବିପୁଳ ପରିମାଣରେ ମାଓ ସାମାଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଯୋଡାମ୍ବ କଦଳିବନ୍ଧା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ମିଳିଛିି ବଡ ସଫଳତା। ମାଓବାଦୀଙ୍କ ବିସ୍ଫୋରଣ ଯୋଜନାକୁ  ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି।

ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରିଥିଲେ। ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଗୋଟେ ବ୍ୟାଗ  ଯବାନମାନେ ଜବତ କରିଥିଲେ। ଉକ୍ତ ବ୍ୟାଗରୁ ୨ଟି ପ୍ରେସର ମାଇନ୍ ବୋମା, ଗୋଟାଏ ଟିଫିନ ବୋମା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଘଟଣାସ୍ଥଳରେ ବିଏସଏଫ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ।

https://www.thesakala.in/latest-odisha-news/bsf-jawans-malkangiri-mao-samagri-jabat/article-198
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର