ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା, ଡଙ୍ଗାରେ ଥିଲେ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ

The Sakala Picture
Published On

ଚିଲିକା: ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୨୦ରୁ ଅଧିକ ଶ୍ରଦ୍ଧାଳୁ ଚିଲିକା ମଝିରେ ଫସିଯାଇଛନ୍ତି । ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ରୁ ଆଜି ପବିତ୍ର ମକର ଯାତ୍ରା ପାଇଁ ହେଉଥିବା ଯଜ୍ଞ ଦେଖିବାକୁ ଓ ମା’ କାଳିଜାଇଙ୍କ […]

ଚିଲିକା: ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୨୦ରୁ ଅଧିକ ଶ୍ରଦ୍ଧାଳୁ ଚିଲିକା ମଝିରେ ଫସିଯାଇଛନ୍ତି । ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ରୁ ଆଜି ପବିତ୍ର ମକର ଯାତ୍ରା ପାଇଁ ହେଉଥିବା ଯଜ୍ଞ ଦେଖିବାକୁ ଓ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାତ୍ରୀମାନେ ଯାଉଥିବା ସୂଚନା । ଚିଲିକାରେ ଅତ୍ୟଧିକ ଘନ କୁହୁଡି ପାଇଁ ଡଙ୍ଗାଟି ଦିଗହରା ହୋଇ ଫସିଛି ।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

14 Jan 2023 By The Sakala

ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା, ଡଙ୍ଗାରେ ଥିଲେ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଚିଲିକା: ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୨୦ରୁ ଅଧିକ ଶ୍ରଦ୍ଧାଳୁ ଚିଲିକା ମଝିରେ ଫସିଯାଇଛନ୍ତି । ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ରୁ ଆଜି ପବିତ୍ର ମକର ଯାତ୍ରା ପାଇଁ ହେଉଥିବା ଯଜ୍ଞ ଦେଖିବାକୁ ଓ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାତ୍ରୀମାନେ ଯାଉଥିବା ସୂଚନା । ଚିଲିକାରେ ଅତ୍ୟଧିକ ଘନ କୁହୁଡି ପାଇଁ ଡଙ୍ଗାଟି ଦିଗହରା ହୋଇ ଫସିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର