ହକି ବିଶ୍ବକପ ପୂର୍ବରୁ ଖୁବଶୀଘ୍ର ରାଜଧାନୀରେ ଗଡ଼ିବ ଆଉ ୪୦ ଇ-ବସ୍‌

The Sakala Picture
Published On

ଭୁବନେଶ୍ବର: ହକି ବିଶ୍ୱକପକୁ ନଜରରେ ରଖି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅର୍ଥାତ କ୍ରୁଟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।  ଖୁବଶୀଘ୍ର ଭୁବନେଶ୍ୱରକୁ ୪୦ଟି ଇଲେକ୍ଟ୍ରିକ ବସ ବା ଇ -ବସ ଆସିବ।  ଭୁବନେଶ୍ୱରରେ ଇ-ବସ ସଂଖ୍ୟା ୧୦ ରୁ ୫୦କୁ ବୃଦ୍ଧି ପାଇବ।  ବିଶ୍ୱକପ ହକି ଆୟୋଜନ ପୂର୍ବରୁ ଭୁବନେଶ୍ୱରକୁ ଆସିବ ସମସ୍ତ ବସ । ସେହିପରି କ୍ରୁଟ ପକ୍ଷରୁ ରାଉରକେଲାକୁ ଯୋଗାଇ ଦିଆଯିବ ୨୫ ଟି ମୋ-ବସ୍ ।  ବିଶ୍ୱକପ ପୂର୍ବରୁ ରାଉରକେଲାରେ ଗଡିବ […]

ଭୁବନେଶ୍ବର: ହକି ବିଶ୍ୱକପକୁ ନଜରରେ ରଖି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅର୍ଥାତ କ୍ରୁଟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।  ଖୁବଶୀଘ୍ର ଭୁବନେଶ୍ୱରକୁ ୪୦ଟି ଇଲେକ୍ଟ୍ରିକ ବସ ବା ଇ -ବସ ଆସିବ।  ଭୁବନେଶ୍ୱରରେ ଇ-ବସ ସଂଖ୍ୟା ୧୦ ରୁ ୫୦କୁ ବୃଦ୍ଧି ପାଇବ।  ବିଶ୍ୱକପ ହକି ଆୟୋଜନ ପୂର୍ବରୁ ଭୁବନେଶ୍ୱରକୁ ଆସିବ ସମସ୍ତ ବସ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସେହିପରି କ୍ରୁଟ ପକ୍ଷରୁ ରାଉରକେଲାକୁ ଯୋଗାଇ ଦିଆଯିବ ୨୫ ଟି ମୋ-ବସ୍ ।  ବିଶ୍ୱକପ ପୂର୍ବରୁ ରାଉରକେଲାରେ ଗଡିବ ମୋ -ବସ। ଆଗକୁ CNG ବସ ଆଣିବାକୁ ଲକ୍ଷ୍ୟ ରଖିଛି କ୍ରୁଟ।  ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କ୍ରୁଟର ଯୋଜନା ବୋଲି କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର