ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି : ଗୋଟିଏ ମାସ ଘୁଞ୍ଚିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନ୍‌

The Sakala Picture
Published On

କଟକ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଚିନ୍ତାରେ ଥିବା ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। ଆଜି ସରୁଥିବା ଡେଡଲାଇନ୍‌କୁ ଆଉ ଗୋଟିଏ ମାସ ପାଇଁ ବଢାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଘୁଞ୍ଚାଇଛି ପରିବହନ ବିଭାଗ। ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ଡେଡଲାଇନ ଘୁଞ୍ଚାଯାଇଥିବା ନେଇ ପରିବାହନ ବିଭାଗ କୋର୍ଟକୁ ଜଣାଇଛି। ମାମଲାର ପରବର୍ତ୍ତିଶୁଣାଣି ଅକ୍ଟୋବର ୨୬ ତାରିଖରେ କରାଯିବ। ସୂଚନାଯୋଗ୍ୟ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, […]

କଟକ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଚିନ୍ତାରେ ଥିବା ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। ଆଜି ସରୁଥିବା ଡେଡଲାଇନ୍‌କୁ ଆଉ ଗୋଟିଏ ମାସ ପାଇଁ ବଢାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଘୁଞ୍ଚାଇଛି ପରିବହନ ବିଭାଗ। ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ଡେଡଲାଇନ ଘୁଞ୍ଚାଯାଇଥିବା ନେଇ ପରିବାହନ ବିଭାଗ କୋର୍ଟକୁ ଜଣାଇଛି। ମାମଲାର ପରବର୍ତ୍ତିଶୁଣାଣି ଅକ୍ଟୋବର ୨୬ ତାରିଖରେ କରାଯିବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +2 ପରୀକ୍ଷା ଫଳ; ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ

ସୂଚନାଯୋଗ୍ୟ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି,ସେମାନଙ୍କର ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଥିଲା। କାଲିଠୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିବ କିନ୍ତୁ ନୂଆ ନମ୍ବର ଲାଗିନଥିବ ସେମାନେ ଫାଇନ୍‌ ଗଣିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିରେ ଆଜି ପରିବର୍ତ୍ତନ କରାଯାଇ ଆଉ ମାନେ ଯାଏଁ ଘୁଞ୍ଚାଯାଇଛି।

ଆହୁରି ପଢ଼ନ୍ତୁ: ପୁଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ମାମଲା: ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ; ୩ଗିରଫ, ୧୫ ଗାଡି ଜବତ

ଅନ୍ୟପଟେ ଆବେଦନକାରୀମାନେ ଖବର କାଗଜ ରିପୋର୍ଟ ଦେଖାଇ ଡିସେମ୍ବର ଯାଏ ସ୍ଲଟ୍‌ ନାହିଁ ବୋଲି କହିଛନ୍ତି। ସମୟ ସୀମା ବୃଦ୍ଧି କରା ଯାଉଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ କହିବା ସହିତ ଅକ୍ଟୋବର ଶେଷ ସପ୍ତାହକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି।

30 Sep 2022 By The Sakala

ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି : ଗୋଟିଏ ମାସ ଘୁଞ୍ଚିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନ୍‌

କଟକ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଚିନ୍ତାରେ ଥିବା ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। ଆଜି ସରୁଥିବା ଡେଡଲାଇନ୍‌କୁ ଆଉ ଗୋଟିଏ ମାସ ପାଇଁ ବଢାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଘୁଞ୍ଚାଇଛି ପରିବହନ ବିଭାଗ। ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ଡେଡଲାଇନ ଘୁଞ୍ଚାଯାଇଥିବା ନେଇ ପରିବାହନ ବିଭାଗ କୋର୍ଟକୁ ଜଣାଇଛି। ମାମଲାର ପରବର୍ତ୍ତିଶୁଣାଣି ଅକ୍ଟୋବର ୨୬ ତାରିଖରେ କରାଯିବ।

ସୂଚନାଯୋଗ୍ୟ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି,ସେମାନଙ୍କର ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଥିଲା। କାଲିଠୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିବ କିନ୍ତୁ ନୂଆ ନମ୍ବର ଲାଗିନଥିବ ସେମାନେ ଫାଇନ୍‌ ଗଣିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିରେ ଆଜି ପରିବର୍ତ୍ତନ କରାଯାଇ ଆଉ ମାନେ ଯାଏଁ ଘୁଞ୍ଚାଯାଇଛି।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ଆବେଦନକାରୀମାନେ ଖବର କାଗଜ ରିପୋର୍ଟ ଦେଖାଇ ଡିସେମ୍ବର ଯାଏ ସ୍ଲଟ୍‌ ନାହିଁ ବୋଲି କହିଛନ୍ତି। ସମୟ ସୀମା ବୃଦ୍ଧି କରା ଯାଉଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ କହିବା ସହିତ ଅକ୍ଟୋବର ଶେଷ ସପ୍ତାହକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର