ଦୁଇ ସାଇକେଲ ଆରୋହୀ ସାଙ୍ଗଙ୍କ ଉପରେ ମାଡିଗଲା ଫ୍ଲିପ-କାର୍ଟର ପାର୍ସଲ ବୋଝେଇ ମିନିଟ୍ରକ

The Sakala Picture
Published On

ବାରିପଦା:  ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା-ରୁପସା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ସାଇକେଲ ଆରୋହୀ ସାଙ୍ଗଙ୍କ ଉପର୍ ଫ୍ଲିପ-କାର୍ଟର ପାର୍ସଲ ବୋଝେଇ ମିନିଟ୍ରକ ମାଡିଯାଇଛି। ଫଳରେ ୧୫ବର୍ଷର ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟଜଣେ ନାବାଳକ ବନ୍ଧୁ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛଇ ପୁଲିସ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର