ବାରହା ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ

The Sakala Picture
Published On

ଅନୁଗୁଳ : ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିଲେ। ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ। ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି ସାହି ନିକଟସ୍ଥ ଜଙ୍ଗଲକୁ ୭ ରୁ ୮ ଜଣ ଶିକାରୀ ଚୋରା ବନ୍ଧୁକ ଧରି ବାରହା ଶିକାର ପାଇଁ ଯାଇଥିଲେ। ସେଠାରେ ଜଣେ ଶିକାରୀ ଗୁଳି ମାଡ଼ରେ ସହଯୋଗୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ […]

ଅନୁଗୁଳ : ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିଲେ। ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ। ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି ସାହି ନିକଟସ୍ଥ ଜଙ୍ଗଲକୁ ୭ ରୁ ୮ ଜଣ ଶିକାରୀ ଚୋରା ବନ୍ଧୁକ ଧରି ବାରହା ଶିକାର ପାଇଁ ଯାଇଥିଲେ। ସେଠାରେ ଜଣେ ଶିକାରୀ ଗୁଳି ମାଡ଼ରେ ସହଯୋଗୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୨୫ ବର୍ଷୀୟ ରବି ପୂର୍ତ୍ତି । ୨ ସାଙ୍ଗକୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫ ଯୁବକ ଦୁଇ ଜଣ ହେଲେ ଚୈତନ ବୋଇତା ଓ ବଳଭଦ୍ର ଜାମୁଦା । ଅନ୍ୟ ଅଭିଯୁକ୍ତ ବିଜୟ କାଣ୍ଡିଆନ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ବ୍ୟବହୃତ ଦେଶୀ ବନ୍ଧୁକ ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ କରିଛି ।

14 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର