ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ବୁର୍ଲା ପିସି ବ୍ରିଜ୍‌ ଉପରେ ସ୍କୁଟିକୁ ଦେଲା ଧକ୍କା

Madhusudan Das Picture
Published On

ସମ୍ବଲପୁର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ସମ୍ବଲପୁର ବୁର୍ଲା ପିସି ବ୍ରିଜ୍ ନିକଟରେ ଏକ ସ୍କୁଟିକୁ ଦେଲା ଧକ୍କା ଦେଇଛି ଆମ ବସ୍ । ଆମ ବସ୍ ଧକ୍କାରେ ସ୍କୁଟି ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଭାରସାମ୍ୟ ହରାଇ ଆମ ବସ୍ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିବା ବେଳେ ବାରମ୍ବାର ଆମ ବସ୍ ଦୁର୍ଘଟଣାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ଠିକଣାରେ ଚଢ଼ାଉ

08 May 2026 By Madhusudan Das

ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ବୁର୍ଲା ପିସି ବ୍ରିଜ୍‌ ଉପରେ ସ୍କୁଟିକୁ ଦେଲା ଧକ୍କା

ସମ୍ବଲପୁର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ସମ୍ବଲପୁର ବୁର୍ଲା ପିସି ବ୍ରିଜ୍ ନିକଟରେ ଏକ ସ୍କୁଟିକୁ ଦେଲା ଧକ୍କା ଦେଇଛି ଆମ ବସ୍ । ଆମ ବସ୍ ଧକ୍କାରେ ସ୍କୁଟି ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଭାରସାମ୍ୟ ହରାଇ ଆମ ବସ୍ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିବା ବେଳେ ବାରମ୍ବାର ଆମ ବସ୍ ଦୁର୍ଘଟଣାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର