ରାଜଧାନୀରେ ଲିଭ-ଇନ୍ ପାର୍ଟନରକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ବାପିନି ସାବତଙ୍କୁ ଗିରଫ କରିଛି ପୋଲିସ। ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ । ସେହିଠାରେ ଅଭିଯୁକ୍ତ ବାପିନି ସାବତ ସହ ଲିଭ ଇନରେ ରହୁଥିଲେ ପୀଡିତା। ପୀଡିତା ଜଣକ ଅଭିଯୁକ୍ତ ବାପିନି ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କ ବିନା ଇଛାରେ ତାଙ୍କ ସହ ବାପିନି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବାପିନିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅଭିଯୁକ୍ତ ବାପିନି ସାବତର ଘର ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

21 Jan 2026 By Madhusudan Das

ରାଜଧାନୀରେ ଲିଭ-ଇନ୍ ପାର୍ଟନରକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ବାପିନି ସାବତଙ୍କୁ ଗିରଫ କରିଛି ପୋଲିସ। ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ । ସେହିଠାରେ ଅଭିଯୁକ୍ତ ବାପିନି ସାବତ ସହ ଲିଭ ଇନରେ ରହୁଥିଲେ ପୀଡିତା। ପୀଡିତା ଜଣକ ଅଭିଯୁକ୍ତ ବାପିନି ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କ ବିନା ଇଛାରେ ତାଙ୍କ ସହ ବାପିନି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବାପିନିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅଭିଯୁକ୍ତ ବାପିନି ସାବତର ଘର ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର