ସ୍ୱାମୀ ଭାଇରାଲ କରୁଛନ୍ତି ଚତୁର୍ଥୀ ରାତିର ଭିଡିଓ; ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

The Sakala Picture
Published On

ବାଙ୍କୀ: ସ୍ୱାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ । ସ୍ୱାମୀ ଭାଇରାଲ କରୁଛନ୍ତି ଚତୁର୍ଥୀ ରାତିର ଭିଡିଓ । ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ସ୍ତ୍ରୀ । ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ । ବାଙ୍କୀ ଥାନା ତୁଳସୀପୁରରୁ ଆସିଛି ଏଭଳି ଅଭିଯୋଗ । ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଏହାକୁ ଭାଇରାଲ୍ କରିଛନ୍ତି ଏବଂ […]

ବାଙ୍କୀ: ସ୍ୱାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ । ସ୍ୱାମୀ ଭାଇରାଲ କରୁଛନ୍ତି ଚତୁର୍ଥୀ ରାତିର ଭିଡିଓ । ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ସ୍ତ୍ରୀ । ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ । ବାଙ୍କୀ ଥାନା ତୁଳସୀପୁରରୁ ଆସିଛି ଏଭଳି ଅଭିଯୋଗ । ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଏହାକୁ ଭାଇରାଲ୍ କରିଛନ୍ତି ଏବଂ ଯୌତୁକ ମାଗି ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ସ୍ୱାମୀଙ୍କ ବିରୋଧରେ ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ ମହିଳା । କିନ୍ତୁ ନ୍ୟାୟ ନମିଳିବାରୁ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରିଣୀ ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

03 Aug 2021 By The Sakala

ସ୍ୱାମୀ ଭାଇରାଲ କରୁଛନ୍ତି ଚତୁର୍ଥୀ ରାତିର ଭିଡିଓ; ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ବାଙ୍କୀ: ସ୍ୱାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ । ସ୍ୱାମୀ ଭାଇରାଲ କରୁଛନ୍ତି ଚତୁର୍ଥୀ ରାତିର ଭିଡିଓ । ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ସ୍ତ୍ରୀ । ବାହାଘରର ଚତୁର୍ଥୀ ରାତିରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ । ବାଙ୍କୀ ଥାନା ତୁଳସୀପୁରରୁ ଆସିଛି ଏଭଳି ଅଭିଯୋଗ । ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଏହାକୁ ଭାଇରାଲ୍ କରିଛନ୍ତି ଏବଂ ଯୌତୁକ ମାଗି ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ସ୍ୱାମୀଙ୍କ ବିରୋଧରେ ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ ମହିଳା । କିନ୍ତୁ ନ୍ୟାୟ ନମିଳିବାରୁ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରିଣୀ ।

https://www.thesakala.in/latest-odisha-news/allegedly-forth-night-video-viral-by-husband/article-4345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର