ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି: ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବାକୁ ଯୁବକଙ୍କ ଉଦ୍ୟମ

Madhusudan Das Picture
Published On

ପାରାଦ୍ଵୀପ: ବନ୍ଦର ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବା ପାଇଁ ଅଣ ଓଡ଼ିଆ ଯୁବକଙ୍କ ଉଦ୍ୟମ । ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି। ପିଆଇସିଟି ବର୍ଥ ଭିତରୁ ଅଣ ଓଡ଼ିଆ ଯୁବକକୁ କାବୁ କଲେ ସୁରକ୍ଷା କର୍ମୀ। ବିଳମ୍ବିତ ରାତିରେ ପାଚେରୀ ଡେଇଁ ପଶିଥିଲେ ଯୁବକ। ସିଆଇଏସ‌ଏଫ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ। ଉର୍ଦ୍ଦୁ ଓ ହିନ୍ଦୀ ମିଶା ଭାଷାରେ କଥା ହେଉଛନ୍ତି ଉକ୍ତ ଯୁବକ। ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଯୁବକଙ୍କ ମଧ୍ୟରେ ଦୀର୍ଘ  ସମୟ ଧସ୍ତାଧସ୍ତି ପରେ ଧରାପଡିଲେ ଯୁବକ। କାହିଁକି ଆସିଥିଲେ ଏବଂ କେଉଁଠୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଯୁବକଙ୍କୁ ପାରାଦ୍ଵୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛି ବନ୍ଦର ସିଆରପିଏଫ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

04 Apr 2026 By Madhusudan Das

ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି: ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବାକୁ ଯୁବକଙ୍କ ଉଦ୍ୟମ

ପାରାଦ୍ଵୀପ: ବନ୍ଦର ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବା ପାଇଁ ଅଣ ଓଡ଼ିଆ ଯୁବକଙ୍କ ଉଦ୍ୟମ । ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି। ପିଆଇସିଟି ବର୍ଥ ଭିତରୁ ଅଣ ଓଡ଼ିଆ ଯୁବକକୁ କାବୁ କଲେ ସୁରକ୍ଷା କର୍ମୀ। ବିଳମ୍ବିତ ରାତିରେ ପାଚେରୀ ଡେଇଁ ପଶିଥିଲେ ଯୁବକ। ସିଆଇଏସ‌ଏଫ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ। ଉର୍ଦ୍ଦୁ ଓ ହିନ୍ଦୀ ମିଶା ଭାଷାରେ କଥା ହେଉଛନ୍ତି ଉକ୍ତ ଯୁବକ। ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଯୁବକଙ୍କ ମଧ୍ୟରେ ଦୀର୍ଘ  ସମୟ ଧସ୍ତାଧସ୍ତି ପରେ ଧରାପଡିଲେ ଯୁବକ। କାହିଁକି ଆସିଥିଲେ ଏବଂ କେଉଁଠୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଯୁବକଙ୍କୁ ପାରାଦ୍ଵୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛି ବନ୍ଦର ସିଆରପିଏଫ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର