ମନୋରଞ୍ଜନ
ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ ; ଉପକୃତ ହେବେ ଅନେକ ମତ୍ସ୍ୟଜୀବୀ
ବାଲେଶ୍ୱର : ଖୁବଶୀଘ୍ର ବାଲେଶ୍ବର ଜିଲ୍ଲା ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ । ଉପକୃତ ହେବେ ଅନେକ ସ୍ଥାନୀୟ ମତ୍ସ୍ୟଜୀବୀ । ଫଳରେ ଦିଘା ବଜାରକୁ ନଯାଇ ଏହିଠାରେ ମାଛ ବିକ୍ରି କରାଯାଇପାରିବ । ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସି ମାଛ କିଣିବେ । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଯୁକ୍ତି ପାଇବା ସହିତ ଲାଭ ପାଇବେ । ଯେଉଁଠି ମତ୍ସ୍ୟଜୀବୀମାନେ ମାଛ ବିକ୍ରି କରିବା ପାଇଁ ବଜାରରେ ୧୩୨ଟି ପିଣ୍ଡିହେବ । ଫଳରେ […]
ବାଲେଶ୍ୱର : ଖୁବଶୀଘ୍ର ବାଲେଶ୍ବର ଜିଲ୍ଲା ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ । ଉପକୃତ ହେବେ ଅନେକ ସ୍ଥାନୀୟ ମତ୍ସ୍ୟଜୀବୀ । ଫଳରେ ଦିଘା ବଜାରକୁ ନଯାଇ ଏହିଠାରେ ମାଛ ବିକ୍ରି କରାଯାଇପାରିବ । ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସି ମାଛ କିଣିବେ । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଯୁକ୍ତି ପାଇବା ସହିତ ଲାଭ ପାଇବେ । ଯେଉଁଠି ମତ୍ସ୍ୟଜୀବୀମାନେ ମାଛ ବିକ୍ରି କରିବା ପାଇଁ ବଜାରରେ ୧୩୨ଟି ପିଣ୍ଡିହେବ । ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଲାଭ ପାଇପାରିବେ ଓ ଆଗାମୀ ଦିନରେ ଏହା ଫିସରି ହବ୍ ଭାବେ ଉଭା ହେବ । ପ୍ରତିଦିନ ପ୍ରାୟ ହଜାରେ ଟନ ମାଛ ଏଠାରୁ ବିକ୍ରି କରାଯିବ । ଆଖପାଖ ଜିଲ୍ଲାର ମତ୍ସ୍ୟଜୀବୀ ବି ସୁବିଧା ପାଇପାରିବେ ।