ପିଏଚଡି ପାଇପ ଫାଟିଯିବାରୁ ପାଣିରେ ଭିଜି ନଷ୍ଟ ହୋଇଗଲା ବସ୍ତା ବସ୍ତା ଧାନ, ଚିନ୍ତାରେ ଚାଷୀ

Madhusudan Das Picture
Published On

ସମ୍ବଲପୁର: ପାଣିରେ ଭିଜି ନଷ୍ଟ ହୋଇଗଲା ଶହ ଶହ ବସ୍ତା ଧାନ । ପିଏଚଡି ପାଇପ ଫାଟିଯିବାରୁ ପାଣିରେ ଭିଜି ନଷ୍ଟ ହୋଇଯାଇଛି ଚାଷୀଙ୍କ ପ୍ରାୟ ୭୦୦ ବସ୍ତା ଧାନ । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କାର ଧାନ ବର୍ବାଦ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହେବାରୁ କୁବେରଙ୍କ ସବୁ ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

11 Dec 2025 By Madhusudan Das

ପିଏଚଡି ପାଇପ ଫାଟିଯିବାରୁ ପାଣିରେ ଭିଜି ନଷ୍ଟ ହୋଇଗଲା ବସ୍ତା ବସ୍ତା ଧାନ, ଚିନ୍ତାରେ ଚାଷୀ

ସମ୍ବଲପୁର: ପାଣିରେ ଭିଜି ନଷ୍ଟ ହୋଇଗଲା ଶହ ଶହ ବସ୍ତା ଧାନ । ପିଏଚଡି ପାଇପ ଫାଟିଯିବାରୁ ପାଣିରେ ଭିଜି ନଷ୍ଟ ହୋଇଯାଇଛି ଚାଷୀଙ୍କ ପ୍ରାୟ ୭୦୦ ବସ୍ତା ଧାନ । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି ।

ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କାର ଧାନ ବର୍ବାଦ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହେବାରୁ କୁବେରଙ୍କ ସବୁ ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । 

https://www.thesakala.in/latest-odisha-news/700-bags-of-rice-destroyed-due-to-phd-pipe-burst-in-sambalpur/article-43514
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର