ଗଞ୍ଜେଇ ଧରିବାକୁ ଚଢ଼ାଉ କରିଥିଲା ପୁଲିସ, ବସ୍‌ରେ ଜଣେ ଯାତ୍ରୀଙ୍କ ପାଖରୁ ମିଳିଲା ପୁଳା ପୁଳା ଟଙ୍କା

The Sakala Picture
Published On

ବ୍ରହ୍ମପୁର: ଗଞ୍ଜେଇ କାରବାରକୁ ନେଇ ଚଢାଉ କରୁଥିଲା ପୁଲିସ ହେଲେ ମିଳିଲା ପୁଳା ପୁଳା ଟଙ୍କା। ଏକ ଘରୋଇ ବସ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଗଞ୍ଜେଇ ଯାଉଥିବା ଖବର ପାଇ ପୁଲିସ ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍‌ରେ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ପ୍ରାୟ ୩୨ ଲକ୍ଷ ଟଙ୍କାର କ୍ୟାସ୍‌ ମିଳିଥିଲା। ଯାହା ପରେ ଅବକାରୀ ବିଭାଗ ବୈଦ୍ୟନାଥପୁର ପୁଲିସକୁ ଏହି ଟଙ୍କା ହସ୍ତାନ୍ତର କରିଛି। ମିଳିଥିବା ସୂଚନା […]

ବ୍ରହ୍ମପୁର: ଗଞ୍ଜେଇ କାରବାରକୁ ନେଇ ଚଢାଉ କରୁଥିଲା ପୁଲିସ ହେଲେ ମିଳିଲା ପୁଳା ପୁଳା ଟଙ୍କା। ଏକ ଘରୋଇ ବସ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଗଞ୍ଜେଇ ଯାଉଥିବା ଖବର ପାଇ ପୁଲିସ ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍‌ରେ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ପ୍ରାୟ ୩୨ ଲକ୍ଷ ଟଙ୍କାର କ୍ୟାସ୍‌ ମିଳିଥିଲା। ଯାହା ପରେ ଅବକାରୀ ବିଭାଗ ବୈଦ୍ୟନାଥପୁର ପୁଲିସକୁ ଏହି ଟଙ୍କା ହସ୍ତାନ୍ତର କରିଛି।

ଆହୁରି ପଢ଼ନ୍ତୁ: SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ BLO ନିଲମ୍ବିତ

ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସ୍‌ରେ ଗଞ୍ଜେଇ ଯାଉଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ଯାହା ପରେଅବକାରୀ ବିଭାଗ ଟିମ୍‌ ବସ୍‌ ଉପରେ ଚଢାଉ କରିଥିଲା । ଏହି ସମୟରେ ୩୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଅଟକ ଯୁବକ ଜଣକ ପଶ୍ଚିମବଙ୍ଗର ବୋଲି ଅବକାରୀ ବିଭାଗର ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଯୁବକ ଜଣକ କେତେବେଳେ ସୁନା ବ୍ୟବସାୟ ତ କେତେବେଳେ ଅନ୍ୟ କିଛି ବ୍ୟବସାୟ କରୁଥିବା କହି ଫାଙ୍କିବାକୁ ଚେଷ୍ଟା କରିଛି। ତେବେ ତାର କଥାରେ କିଛି ତାଳମେଳ ନାହିଁ । ସନ୍ଦେହ ହେବାରୁ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ହୃଦୟାନନ୍ଦ ସାମନ୍ତ।ଏତେ ଟଙ୍କା ସେ କେଉଁଠୁ ଆଣିଲା, କଣ ପାଇଁ ଏତେ ଟଙ୍କା ଧରି ଯାଉଥିଲା, ସେ ସଂପର୍କରେ ତନାଘନା କରୁଛି ପୁଲିସ

ଆହୁରି ପଢ଼ନ୍ତୁ: ଚାକିରି ଅପେକ୍ଷାରେ ମେଧାବୀ, ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି; ସରକାରଙ୍କୁ ଘେରିଲା ଛାତ୍ର ବିଜେଡି

13 Sep 2022 By The Sakala

ଗଞ୍ଜେଇ ଧରିବାକୁ ଚଢ଼ାଉ କରିଥିଲା ପୁଲିସ, ବସ୍‌ରେ ଜଣେ ଯାତ୍ରୀଙ୍କ ପାଖରୁ ମିଳିଲା ପୁଳା ପୁଳା ଟଙ୍କା

ବ୍ରହ୍ମପୁର: ଗଞ୍ଜେଇ କାରବାରକୁ ନେଇ ଚଢାଉ କରୁଥିଲା ପୁଲିସ ହେଲେ ମିଳିଲା ପୁଳା ପୁଳା ଟଙ୍କା। ଏକ ଘରୋଇ ବସ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଗଞ୍ଜେଇ ଯାଉଥିବା ଖବର ପାଇ ପୁଲିସ ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍‌ରେ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ପ୍ରାୟ ୩୨ ଲକ୍ଷ ଟଙ୍କାର କ୍ୟାସ୍‌ ମିଳିଥିଲା। ଯାହା ପରେ ଅବକାରୀ ବିଭାଗ ବୈଦ୍ୟନାଥପୁର ପୁଲିସକୁ ଏହି ଟଙ୍କା ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସ୍‌ରେ ଗଞ୍ଜେଇ ଯାଉଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ଯାହା ପରେଅବକାରୀ ବିଭାଗ ଟିମ୍‌ ବସ୍‌ ଉପରେ ଚଢାଉ କରିଥିଲା । ଏହି ସମୟରେ ୩୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଅଟକ ଯୁବକ ଜଣକ ପଶ୍ଚିମବଙ୍ଗର ବୋଲି ଅବକାରୀ ବିଭାଗର ଅଧିକାରୀ କହିଛନ୍ତି ।

ଯୁବକ ଜଣକ କେତେବେଳେ ସୁନା ବ୍ୟବସାୟ ତ କେତେବେଳେ ଅନ୍ୟ କିଛି ବ୍ୟବସାୟ କରୁଥିବା କହି ଫାଙ୍କିବାକୁ ଚେଷ୍ଟା କରିଛି। ତେବେ ତାର କଥାରେ କିଛି ତାଳମେଳ ନାହିଁ । ସନ୍ଦେହ ହେବାରୁ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ହୃଦୟାନନ୍ଦ ସାମନ୍ତ।ଏତେ ଟଙ୍କା ସେ କେଉଁଠୁ ଆଣିଲା, କଣ ପାଇଁ ଏତେ ଟଙ୍କା ଧରି ଯାଉଥିଲା, ସେ ସଂପର୍କରେ ତନାଘନା କରୁଛି ପୁଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର