ବାଇକକୁ ପିଟିଲା ବାଇକ୍: ୧ ମୃତ , ୨ ଗୁରୁତର

The Sakala Picture
Published On

ବାଣପୁର: ପ୍ରତାପ ଓ ମାଣିକପୁର ରାସ୍ତା ମଝିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହୋଇଛି । ଏହି ଦୁର୍ଘଟଣାରେ ପ୍ରତାପ ଗ୍ରାମର ବାଇକ୍ ଚାଳକ କାହ୍ନୁ ଚରଣ ସ୍ବାଇଁଙ୍କର ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ସେହି ଗ୍ରାମର ଶିବୁନ ବେହେରା ଓ ନିବାସି ବାରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି […]

ବାଣପୁର: ପ୍ରତାପ ଓ ମାଣିକପୁର ରାସ୍ତା ମଝିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହୋଇଛି । ଏହି ଦୁର୍ଘଟଣାରେ ପ୍ରତାପ ଗ୍ରାମର ବାଇକ୍ ଚାଳକ କାହ୍ନୁ ଚରଣ ସ୍ବାଇଁଙ୍କର ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ସେହି ଗ୍ରାମର ଶିବୁନ ବେହେରା ଓ ନିବାସି ବାରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

02 Jul 2023 By The Sakala

ବାଇକକୁ ପିଟିଲା ବାଇକ୍: ୧ ମୃତ , ୨ ଗୁରୁତର

ବାଣପୁର: ପ୍ରତାପ ଓ ମାଣିକପୁର ରାସ୍ତା ମଝିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହୋଇଛି । ଏହି ଦୁର୍ଘଟଣାରେ ପ୍ରତାପ ଗ୍ରାମର ବାଇକ୍ ଚାଳକ କାହ୍ନୁ ଚରଣ ସ୍ବାଇଁଙ୍କର ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ସେହି ଗ୍ରାମର ଶିବୁନ ବେହେରା ଓ ନିବାସି ବାରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର