କରୋନାରେ ପ୍ରାଣ ହରାଇଥିବା ୪ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

The Sakala Picture
Published On

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ଯରତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ । ୪ ଜଣ ପରଲୋକଗତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । କରୋନା ବିରୋଧରେ ଲଢ଼େଇରେ କାର୍ୟ୍ୟରତ ବେଳେ ପ୍ରାଣବଳୀ ଦେଇଥିବା ଏହି ସାମ୍ୱାଦିକମାନେ ହେଲେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଜିକାଲି ଓଡ଼ିଆ ଦୈନିକ ପତ୍ରିକାର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ […]

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ଯରତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ । ୪ ଜଣ ପରଲୋକଗତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । କରୋନା ବିରୋଧରେ ଲଢ଼େଇରେ କାର୍ୟ୍ୟରତ ବେଳେ ପ୍ରାଣବଳୀ ଦେଇଥିବା ଏହି ସାମ୍ୱାଦିକମାନେ ହେଲେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଜିକାଲି ଓଡ଼ିଆ ଦୈନିକ ପତ୍ରିକାର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ ସାମ୍ୱାଦିକ ବସନ୍ତ ଦାସ ଓ ଜୀ ଓଡ଼ିଶା ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାଙ୍କ ଜରିଆରେ ଏହି ଆର୍ଥିକ ସହାୟତା ରାଶି ଟ୍ରାନ୍ସଫର କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

17 Sep 2021 By The Sakala

କରୋନାରେ ପ୍ରାଣ ହରାଇଥିବା ୪ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ଯରତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ । ୪ ଜଣ ପରଲୋକଗତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । କରୋନା ବିରୋଧରେ ଲଢ଼େଇରେ କାର୍ୟ୍ୟରତ ବେଳେ ପ୍ରାଣବଳୀ ଦେଇଥିବା ଏହି ସାମ୍ୱାଦିକମାନେ ହେଲେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଜିକାଲି ଓଡ଼ିଆ ଦୈନିକ ପତ୍ରିକାର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ ସାମ୍ୱାଦିକ ବସନ୍ତ ଦାସ ଓ ଜୀ ଓଡ଼ିଶା ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାଙ୍କ ଜରିଆରେ ଏହି ଆର୍ଥିକ ସହାୟତା ରାଶି ଟ୍ରାନ୍ସଫର କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର