Tuesday Horoscope: ମଙ୍ଗଳବାର ରାଶିଫଳ ( ୧୬-୧୨-୨୦୨୫ )

Madhusudan Das Picture
Published On

ମେଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବେ। ବିରୋଧୀମାନଙ୍କଠାରୁ ଦୂରେଇ ରୁହନ୍ତୁ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ବୃଷ: ଆଜି ଦିନଟି ବେଶ୍‌ ହସଖୁସିରେ ବିତିବ। ନୂତନ  ବ୍ୟବସାୟ ଆରମ୍ଭ କରିପାରନ୍ତି।  ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିେବ। କାର୍ଯ୍ୟକ୍ଷେତ୍ରରେ ଭଲ ଫଳାଫଳ ପାଇବେ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

କର୍କଟ: ପୁରୁଣା ବନ୍ଧୁଙ୍କ ସହଯୋଗ ଲୋଡ଼ିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ବୃଦ୍ଧି ପାଇବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଉଧାର ଦେଇଥିବା ଟଙ୍କା ବିଳମ୍ବରେ ଫେରିପାଇବେ। 

ସିଂହ: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ହେବ। କଟୁ କଥା କୁହନ୍ତୁ ନାହିଁ। ଅତିଥି ସେବାରେ ଦିନ ବିତିବ।

କନ୍ୟା: ଅକସ୍ମାତ୍‌ ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ମାନସମ୍ମାନ ବୃଦ୍ଧି ପାଇବ। ପିଲାମାନେ  ଖେଳକୁଦରେ ସମୟ ବିତାଇବେ। 

ତୁଳା: ବୁଝି ବିଚାରି କାର୍ଯ୍ୟ କରିବା ଭଲ।  ବ୍ୟବସାୟରେ  ସଫଳତା ପାଇବେ। ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ବାଦବିବାଦ ଦେଖାଦେବ। ପୁରୁଣା ରୋଗ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ଅବସାଦ ଲାଗି ରହିବ। କର୍ମକ୍ଷେତ୍ରରେ ବିଭିନ୍ନ ବାଧାପ୍ରତିବନ୍ଧକ ଉପୁଜିପାରେ। ଆର୍ଥିକ ସ୍ଥିତି ଭଲ ରହିବ।  ଦାମ୍ପତ୍ୟ ଜୀବନ ମଧୁର ରହିବ।

ଧନୁ: ନୂତନ ଜମି କିଣିବାକୁ ଚାହୁଁଥିଲେ, ବର୍ତ୍ତମାନ ଭଲ ସମୟ। ପରିବାର ସହିତ ସମୟ ବିତାଇବାକୁ ଭଲ ସମୟ।  ମହିଳାମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିେବ। 

ମକର: ପାରିବାରିକ ସମସ୍ୟା ଲାଗି ରହିବ।  ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ନ୍ତୁ।  ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ।  ନିଜ ବ୍ୟକ୍ତିଗତ ସମ୍ପର୍କରେ ଅନ୍ୟ କାହାକୁ ଜଣାନ୍ତୁନି।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ମାନସିକ ଅବସାଦରେ ରହିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ।

ମୀନ: ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ।  ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ।

16 Dec 2025 By Madhusudan Das

Tuesday Horoscope: ମଙ୍ଗଳବାର ରାଶିଫଳ ( ୧୬-୧୨-୨୦୨୫ )

ମେଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବେ। ବିରୋଧୀମାନଙ୍କଠାରୁ ଦୂରେଇ ରୁହନ୍ତୁ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ବୃଷ: ଆଜି ଦିନଟି ବେଶ୍‌ ହସଖୁସିରେ ବିତିବ। ନୂତନ  ବ୍ୟବସାୟ ଆରମ୍ଭ କରିପାରନ୍ତି।  ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିେବ। କାର୍ଯ୍ୟକ୍ଷେତ୍ରରେ ଭଲ ଫଳାଫଳ ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ। 

କର୍କଟ: ପୁରୁଣା ବନ୍ଧୁଙ୍କ ସହଯୋଗ ଲୋଡ଼ିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ବୃଦ୍ଧି ପାଇବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଉଧାର ଦେଇଥିବା ଟଙ୍କା ବିଳମ୍ବରେ ଫେରିପାଇବେ। 

ସିଂହ: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ହେବ। କଟୁ କଥା କୁହନ୍ତୁ ନାହିଁ। ଅତିଥି ସେବାରେ ଦିନ ବିତିବ।

କନ୍ୟା: ଅକସ୍ମାତ୍‌ ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ମାନସମ୍ମାନ ବୃଦ୍ଧି ପାଇବ। ପିଲାମାନେ  ଖେଳକୁଦରେ ସମୟ ବିତାଇବେ। 

ତୁଳା: ବୁଝି ବିଚାରି କାର୍ଯ୍ୟ କରିବା ଭଲ।  ବ୍ୟବସାୟରେ  ସଫଳତା ପାଇବେ। ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ବାଦବିବାଦ ଦେଖାଦେବ। ପୁରୁଣା ରୋଗ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ଅବସାଦ ଲାଗି ରହିବ। କର୍ମକ୍ଷେତ୍ରରେ ବିଭିନ୍ନ ବାଧାପ୍ରତିବନ୍ଧକ ଉପୁଜିପାରେ। ଆର୍ଥିକ ସ୍ଥିତି ଭଲ ରହିବ।  ଦାମ୍ପତ୍ୟ ଜୀବନ ମଧୁର ରହିବ।

ଧନୁ: ନୂତନ ଜମି କିଣିବାକୁ ଚାହୁଁଥିଲେ, ବର୍ତ୍ତମାନ ଭଲ ସମୟ। ପରିବାର ସହିତ ସମୟ ବିତାଇବାକୁ ଭଲ ସମୟ।  ମହିଳାମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିେବ। 

ମକର: ପାରିବାରିକ ସମସ୍ୟା ଲାଗି ରହିବ।  ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ନ୍ତୁ।  ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ।  ନିଜ ବ୍ୟକ୍ତିଗତ ସମ୍ପର୍କରେ ଅନ୍ୟ କାହାକୁ ଜଣାନ୍ତୁନି।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ମାନସିକ ଅବସାଦରେ ରହିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ।

ମୀନ: ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ।  ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ।

https://www.thesakala.in/horoscope/tuesday-horoscope-16th-dec-2025/article-43604
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp