ଗୁରୁବାର ରାଶିଫଳ ( ୦୯ – ୦୨ – ୨୦୨୩ )

The Sakala Picture
Published On

ମେଷ: ମନର କଥାକୁ ଅନ୍ୟ ଆଗରେ କହି ସନ୍ତୋଷ ପାଇବେ। ଭାଇଭଉଣୀଙ୍କ ପାଇଁ ସମସ୍ୟାରେ ପଡ଼ିପାରନ୍ତି। ଧନ ସମ୍ପତ୍ତିକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ସମସ୍ୟାର ସମାଧାନ କରି ଆଗକୁ ବଢ଼ିବେ। ବୃଷ: କଠିନ କରିଶ୍ରମର ଫଳ ପାଇବେ। ପରିବାରରେ ପରସ୍ପର ବୁଝାମଣା ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସ ସହ କାର୍ଯ୍ୟ କରିବେ। ମହିଳା ମାନଙ୍କର କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ମିଥୁନ: ଅତ୍ୟଧିକ ଚିନ୍ତା କରି ନିଜର ସମୟ […]

ମେଷ: ମନର କଥାକୁ ଅନ୍ୟ ଆଗରେ କହି ସନ୍ତୋଷ ପାଇବେ। ଭାଇଭଉଣୀଙ୍କ ପାଇଁ ସମସ୍ୟାରେ ପଡ଼ିପାରନ୍ତି। ଧନ ସମ୍ପତ୍ତିକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ସମସ୍ୟାର ସମାଧାନ କରି ଆଗକୁ ବଢ଼ିବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ବୃଷ: କଠିନ କରିଶ୍ରମର ଫଳ ପାଇବେ। ପରିବାରରେ ପରସ୍ପର ବୁଝାମଣା ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସ ସହ କାର୍ଯ୍ୟ କରିବେ। ମହିଳା ମାନଙ୍କର କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ମିଥୁନ: ଅତ୍ୟଧିକ ଚିନ୍ତା କରି ନିଜର ସମୟ ନଷ୍ଟ କରିବେ। ହରାଇଥିବା ଧନ ବିଭିନ୍ନ ମାର୍ଗରୁ ପାଇବେ।ମହିଳାମାନେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଉଚ୍ଚଶିକ୍ଷା ପାଇଁ ମନରେ ଉତ୍ସାହ ବଢ଼ିବାକୁ ଲାଗିବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

କର୍କଟ: ଦୂରଯାତ୍ରା କରି ଅସୁସ୍ଥମନେ କରିବେ। କର୍ମକ୍ଷେତ୍ରରେ କଟୁକଥା ଶୁଣିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଭବିଷ୍ୟତ ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହତି କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ଭଲପାଇବା ବଢ଼ିବାକୁ ଲାଗିବ।

କନ୍ୟା: ଦିନଟି ସକାରାତ୍ମକ ଚିନ୍ତାରେ ଅତିବାହିତ ହେବ। ଉତ୍ସାହର ସହ ପ୍ରତିଟି କାର୍ଯ୍ୟକୁ ପୂର୍ଣ୍ଣ କରିବେ। ଆଶା ଅନୁଯାୟୀ ଫଳ ନ ପାଇ କଷ୍ଟ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ।

ତୁଳା: ଭବିଷ୍ୟତ ପାଇଁ ଅଯଥା ଚିନ୍ତା କରିବେ। ଅନ୍ୟଉପରେ ଆବଶ୍ୟକତା ଠାରୁ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ଲକ୍ଷ୍ୟକୁ ହାସଲ କରିବାକୁ ସମସ୍ତ ଚେଷ୍ଟା କରିବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ଘଟିବ।

ବିଛା: ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ମନରେ ଉତ୍ସାହ ଭରି ରହିବ। ଆକସ୍ମାତ ବ୍ୟବସାୟରେ ଅଧିକ ଲାଭ ପାଇବେ। ଗୁରୁଜନଙ୍କ ଠାରୁ ଆର୍ଶିବାଦ ପାଇ ଆଗକୁ ବଢ଼ିବେ।

ଧନୁ: ଆଜି ସବୁ ସମସ୍ୟାର ସମାଧାନର ବାଟ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର କମ୍ ରହିବ। ପରିବାର ସହ ଅଧିକ ସମୟ କଟାଇବେ। ପୁରୁଣା ସମ୍ପର୍କକୁ ଭୁଲି ଆଗକୁ ବଢ଼ିପାରନ୍ତି।

ମକର: ଦିନଟି ମଧ୍ୟମ ଧରଣ ରହିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଏକୁଟିଆ ନିଷ୍ପତ୍ତି ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

କୁମ୍ଭ: ଅର୍ଥନୈତିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଦାୟିତ୍ବ ବଢ଼ିବାକୁ ଲାଗିବ। ଅନ୍ୟକୁ ସାହଯ୍ୟ ସହଯୋଗର ହାତ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତୁ। ମନରେ ନୂତନ ଆଶାର ସଂଚାର ହେବ।

ମୀନ: ନକାରାତ୍ମକ ବିଚାର ରଖି ମାନସିକ କଷ୍ଟ ପାଇବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ପରିବାର ସହ ତୀର୍ଥସ୍ଥଳୀକୁ ଯାଇପାରନ୍ତି।

09 Feb 2023 By The Sakala

ଗୁରୁବାର ରାଶିଫଳ ( ୦୯ – ୦୨ – ୨୦୨୩ )

ମେଷ: ମନର କଥାକୁ ଅନ୍ୟ ଆଗରେ କହି ସନ୍ତୋଷ ପାଇବେ। ଭାଇଭଉଣୀଙ୍କ ପାଇଁ ସମସ୍ୟାରେ ପଡ଼ିପାରନ୍ତି। ଧନ ସମ୍ପତ୍ତିକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ସମସ୍ୟାର ସମାଧାନ କରି ଆଗକୁ ବଢ଼ିବେ।

ବୃଷ: କଠିନ କରିଶ୍ରମର ଫଳ ପାଇବେ। ପରିବାରରେ ପରସ୍ପର ବୁଝାମଣା ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସ ସହ କାର୍ଯ୍ୟ କରିବେ। ମହିଳା ମାନଙ୍କର କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଅତ୍ୟଧିକ ଚିନ୍ତା କରି ନିଜର ସମୟ ନଷ୍ଟ କରିବେ। ହରାଇଥିବା ଧନ ବିଭିନ୍ନ ମାର୍ଗରୁ ପାଇବେ।ମହିଳାମାନେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଉଚ୍ଚଶିକ୍ଷା ପାଇଁ ମନରେ ଉତ୍ସାହ ବଢ଼ିବାକୁ ଲାଗିବ।

କର୍କଟ: ଦୂରଯାତ୍ରା କରି ଅସୁସ୍ଥମନେ କରିବେ। କର୍ମକ୍ଷେତ୍ରରେ କଟୁକଥା ଶୁଣିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଭବିଷ୍ୟତ ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହତି କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ଭଲପାଇବା ବଢ଼ିବାକୁ ଲାଗିବ।

କନ୍ୟା: ଦିନଟି ସକାରାତ୍ମକ ଚିନ୍ତାରେ ଅତିବାହିତ ହେବ। ଉତ୍ସାହର ସହ ପ୍ରତିଟି କାର୍ଯ୍ୟକୁ ପୂର୍ଣ୍ଣ କରିବେ। ଆଶା ଅନୁଯାୟୀ ଫଳ ନ ପାଇ କଷ୍ଟ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ।

ତୁଳା: ଭବିଷ୍ୟତ ପାଇଁ ଅଯଥା ଚିନ୍ତା କରିବେ। ଅନ୍ୟଉପରେ ଆବଶ୍ୟକତା ଠାରୁ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ଲକ୍ଷ୍ୟକୁ ହାସଲ କରିବାକୁ ସମସ୍ତ ଚେଷ୍ଟା କରିବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ଘଟିବ।

ବିଛା: ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ମନରେ ଉତ୍ସାହ ଭରି ରହିବ। ଆକସ୍ମାତ ବ୍ୟବସାୟରେ ଅଧିକ ଲାଭ ପାଇବେ। ଗୁରୁଜନଙ୍କ ଠାରୁ ଆର୍ଶିବାଦ ପାଇ ଆଗକୁ ବଢ଼ିବେ।

ଧନୁ: ଆଜି ସବୁ ସମସ୍ୟାର ସମାଧାନର ବାଟ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର କମ୍ ରହିବ। ପରିବାର ସହ ଅଧିକ ସମୟ କଟାଇବେ। ପୁରୁଣା ସମ୍ପର୍କକୁ ଭୁଲି ଆଗକୁ ବଢ଼ିପାରନ୍ତି।

ମକର: ଦିନଟି ମଧ୍ୟମ ଧରଣ ରହିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଏକୁଟିଆ ନିଷ୍ପତ୍ତି ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

କୁମ୍ଭ: ଅର୍ଥନୈତିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଦାୟିତ୍ବ ବଢ଼ିବାକୁ ଲାଗିବ। ଅନ୍ୟକୁ ସାହଯ୍ୟ ସହଯୋଗର ହାତ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତୁ। ମନରେ ନୂତନ ଆଶାର ସଂଚାର ହେବ।

ମୀନ: ନକାରାତ୍ମକ ବିଚାର ରଖି ମାନସିକ କଷ୍ଟ ପାଇବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ପରିବାର ସହ ତୀର୍ଥସ୍ଥଳୀକୁ ଯାଇପାରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp