ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗୁରୁବାର ରାଶିଫଳ ( ୦୮ – ୦୯ – ୨୦୨୨ )

The Sakala Picture
Published On

ମେଷ: କାର୍ଯ୍ୟ ବିଳମ୍ବ ହେଲେ ମଧ୍ୟ ସଫଳତା ପାଇବେ। ଚାକିରି ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ଉଦାରମନା ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ। ବୃଷ: ଦିନଟିରେ ବିଷମ ପରିସ୍ଥିତି ଦେଇ ଗତି କରିବେ। କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କର ଆକ୍ରୋଶର ଶିକାର ହୋଇପାରନ୍ତି। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିପାରନ୍ତି। ମିଥୁନ: ବୟୋେଜ୍ୟଷ୍ଠ ବ୍ୟକ୍ତିମାନେ ନିର୍ଭରଶୀଳ ହୋଇ ଦୁଃଖିତ ହୋଇପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ମିଳିବ। ଛାତ୍ରଛାତ୍ରୀ ପ୍ରସନ୍ନ ରହିବେ। […]

ମେଷ: କାର୍ଯ୍ୟ ବିଳମ୍ବ ହେଲେ ମଧ୍ୟ ସଫଳତା ପାଇବେ। ଚାକିରି ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ଉଦାରମନା ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୧-୦୬-୨୦୨୬)

ବୃଷ: ଦିନଟିରେ ବିଷମ ପରିସ୍ଥିତି ଦେଇ ଗତି କରିବେ। କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କର ଆକ୍ରୋଶର ଶିକାର ହୋଇପାରନ୍ତି। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିପାରନ୍ତି।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୩-୦୬-୨୦୨୬)

ମିଥୁନ: ବୟୋେଜ୍ୟଷ୍ଠ ବ୍ୟକ୍ତିମାନେ ନିର୍ଭରଶୀଳ ହୋଇ ଦୁଃଖିତ ହୋଇପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ମିଳିବ। ଛାତ୍ରଛାତ୍ରୀ ପ୍ରସନ୍ନ ରହିବେ। କର୍ମକ୍ଷେତ୍ରରେ ଉତ୍ସାହଜନକ ପରିସ୍ଥିତି ରହିବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଦିନଟି କର୍ମତତ୍ପର ରହିବେ। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ବିରୋଧୀ ବୃଦ୍ଧି ପାଇବାକୁ ଲାଗିବେ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଛାତ୍ରଛାତ୍ରୀ ଭ୍ରମଣପ୍ରିୟ ହେବେ।

ସିଂହ:କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ସହକର୍ମୀଙ୍କ ଅସହଯୋଗ ପାଇବେ। ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ବ୍ୟବସାୟରେ ମନ୍ଥରତା ଦେଖାଦେବ। ସନ୍ତାନର ଉନ୍ନତି ପଥରେ ଆଗେଇବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇ ଆଗେଇବେ। କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଚଳଚଞ୍ଚଳ ରହିବେ। ଅଧିକ ପରିଶ୍ରମ କରି ସଫଳତା ପାଇବେ।

ତୁଳା:କୌଣସି ବଡ଼ଧରଣର କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ଭାଇଭଉଣୀଙ୍କର ସହଯୋଗ ମିଳିବ। ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

ବିଛା: ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେବେ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ବିବାଦୀୟ ପରିସ୍ଥିତିରେ ପଡ଼ିପାରନ୍ତି। ବ୍ୟବସାୟରେ ସାଧାରଣ ଫଳ ମିଳିବ। ମହିଳାମାନେ ଆଳସ୍ୟ ଅନୁଭବ କରିବେ।

ଧନୁ: ଦିନଟିରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଛାତ୍ରଛାତ୍ରୀ ଉଚ୍ଚାଭିଳାଷୀ ହେବେ।

ମକର: ବହୁ ଚେଷ୍ଟା କରି ସଫଳତା ପାଇବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। ସ୍ବତନ୍ତ୍ରତା ପରିଚୟ ସୃଷ୍ଟି ପାଇଁ ଜଟିଳ ପରିସ୍ଥିତିର ସାମ୍ନା କରିବେ।

କୁମ୍ଭ: ସମାଜରେ ପ୍ରତିଷ୍ଠିତ ହେବେ। ପରିବାରରେ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଉତ୍ତେଜନା ରହିବ। ବ୍ୟବସାୟରେ ଉତ୍ତମ ଆୟ ହେବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ସଫଳ ହେବେ।

ମୀନ: ମହିଳାମାନେ ନିଜ ପ୍ରତିଭାର ପରିଚୟ ଦେବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବାରୁ ମାନସିକ ଅବସାଦ ବଢ଼ିବ। ସାଙ୍ଗସାଥୀଙ୍କ ସହଯୋଗ କ୍ରମେ ବ୍ୟବସାୟ ପ୍ରସାରିତ ହେବ।

08 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp