ଗୁରୁବାର ରାଶିଫଳ ( ୧୫ – ୧୨ – ୨୦୨୨ )

The Sakala Picture
Published On

ମେଷ: ଘରୋଇ ସାମଗ୍ରୀରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ସହକର୍ମୀଙ୍କ ସହ କାର୍ଯ୍ୟ କରିବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। କୋର୍ଟକଚେରୀ ମାମାଲାରୁ ଦୂରେଇ ରୁହନ୍ତୁ। ବୃଷ: ଜୀବନରେ ସମସ୍ତ କଠିନ ପରିସ୍ଥିତିରୁ ମୁକୁଳିପାରିବେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ। ବନ୍ଧୁବାନ୍ଧଙ୍କ ସହ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ମନୋରଂଜନ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ତରବରିଆ ଭାବରେ କୌଣସି […]

ମେଷ: ଘରୋଇ ସାମଗ୍ରୀରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ସହକର୍ମୀଙ୍କ ସହ କାର୍ଯ୍ୟ କରିବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। କୋର୍ଟକଚେରୀ ମାମାଲାରୁ ଦୂରେଇ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୦-୦୪-୨୦୨୬ )

ବୃଷ: ଜୀବନରେ ସମସ୍ତ କଠିନ ପରିସ୍ଥିତିରୁ ମୁକୁଳିପାରିବେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ। ବନ୍ଧୁବାନ୍ଧଙ୍କ ସହ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୨୨-୦୪-୨୦୨୬)

ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ମନୋରଂଜନ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୪-୦୪-୨୦୨୬ )

କର୍କଟ: ବିଭିନ୍ନ ଦିଗରୁ ସଫଳତା ପାଇବେ। ସାଙ୍ଗସାଥୀମାନଙ୍କ ସହ ଦୂରସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କୌଣସି ଶୁଭ କାର୍ଯ୍ୟରେ ଯୋଗଦେବେ।

ସିଂହ: ନିଜ ଇଚ୍ଛାଶକ୍ତିକୁ ବଢ଼ାଇ କାର୍ଯ୍ୟ କରନ୍ତୁ। ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। ନୂତନ ସମ୍ପର୍କ ପାଇଁ ଖୁବ୍‌ ସମ୍ବେଦନଶୀଳ ହୋଇପଡ଼ିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବାକୁ ଲାଗିବ।

କନ୍ୟା: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ନିଜ ଭାବନାକୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପରିପ୍ରକାଶ କରିବେ। ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ।

ତୁଳା: ଛୋଟଛୋଟ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଇପାରନ୍ତି। ଯୋଜନାକୁ ସଫଳ କରିବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରଯାତ୍ରା ଯୋଗ ରହିଛି।

ବିଛା: ଗୁୂରୁଜନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିରୋଧ ଦେଖାଦେବ। କଥାବାର୍ତ୍ତା କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ।

ଧନୁ: ନକାରାତ୍ମକ ଚିନ୍ତାଧାରାରୁ ଦୂରଇ ରହୁନ୍ତୁ। ଅସହାୟ ବ୍ୟକ୍ତିଙ୍କୁ କିଛି ଦାନକରି ମାନସିକ ଶାନ୍ତି ପାଇବେ। ନିଜ ସୃଜନଶୀଳ ପ୍ରତିଭାକୁ ସଠିକ୍ ଉପାୟରେ ବ୍ୟବହାର କରିବେ। କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ରହିବ।

ମକର: ଦୀର୍ଘଦିନ ଧରି ଚାଲିଥିବା ସମସ୍ୟା ସମାଧାନର ବାଟ ପାଇବେ। କୌଣସି କାର୍ଯ୍ୟରେ ବ୍ୟସ୍ତ ରହି ପରିବାର ପ୍ରତି ହେଳା କରିପାରନ୍ତି। ପୂର୍ବ ନିବେଶରୁ ସନ୍ତୋଷଜନକ ଲାଭ ପାଇବେ। ପୈତୃକସଂପତ୍ତି ଲାଭ କରିପାରନ୍ତି।

କୁମ୍ଭ: ମହିଳାମାନେ ଭାବପ୍ରବଣ ହେବେ। ଆର୍ଥିକ ସମସ୍ୟା ହେତୁ, ସମାଲୋଚନାର ଶିକାର ହୋଇପାରନ୍ତି। କାର୍ଯ୍ୟରେ ଅନେକ ଅସୁବିଧା ଥିଲେ ମଧ୍ୟ, ଧୈର୍ଯ୍ୟର ସହ ସଠିକ୍‌ ସମୟକୁ ଅପେକ୍ଷା କରନ୍ତୁ।

ମୀନ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। ଅନ୍ୟ କଥାରେ ପଡ଼ି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ନୂତନ ନିଯୁକ୍ତିର ସୁଯୋଗ ମିଳିବ। ମହିଳାମାନେ ସ୍ବାଭିମାନୀ ହେବେ। ଧର୍ମକାର୍ଯ୍ୟରେ ଅଧିକ ସମୟ କଟିବ।

15 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp