ରାଜଧାନୀରେ ଦୁଇଟି ଆତ୍ମହତ୍ୟା ଘଟଣା, ପୁଲିସର ତଦନ୍ତ ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ଆଜି କମିଶନରେଟ ପୁଲିସ ଅଞ୍ଚଳରେ ଦୁଇଟି ଆତ୍ମହତ୍ୟା ଘଟଣା ଘଟିଛି। ଗୋଟିଏ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ୨ଟି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଦୁଇଟିକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଉଭୟ ପରିବାରଲୋକଙ୍କ ବୟାନ ରେକର୍ଡ କରିଛି ପୁଲିସ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ସ୍ଥିତ ଭଡାଘରେ ୨୬ […]

ଭୁବନେଶ୍ବର: ଆଜି କମିଶନରେଟ ପୁଲିସ ଅଞ୍ଚଳରେ ଦୁଇଟି ଆତ୍ମହତ୍ୟା ଘଟଣା ଘଟିଛି। ଗୋଟିଏ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ୨ଟି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଦୁଇଟିକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଉଭୟ ପରିବାରଲୋକଙ୍କ ବୟାନ ରେକର୍ଡ କରିଛି ପୁଲିସ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ସ୍ଥିତ ଭଡାଘରେ ୨୬ ବର୍ଷୀୟ ସ୍ନେହଲତା ସ୍ବାଇଁଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲିଅନ୍ତା ଅନ୍ତର୍ଗତ ଗଣ୍ଡିଲୋ ଗାଁରେ ଅନୁପମା ନାୟକ ନାମ୍ନୀ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର