କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

The Sakala Picture
Published On

ବାଳେଶ୍ୱର: କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଏସଟିଏଫ । ବାଳେଶ୍ୱର ରେଳଷ୍ଟେସନ ରୋଡ଼ରୁ ଏହି ବ୍ରାଉନସୁଗର ଜବତ କରିଛି STF ।  ସନ୍ଧ୍ୟା ସମୟରେ ବ୍ରାଉନସୁଗର ଡିଲ ପାଇଁ ଚାଲିଥିଲା ବଡ଼ମସୁଦ୍ଧା । ଖବର ପାଇ ଛଦ୍ମ ବେଶରେ ଛକି ରହିଥିବା STF  ୪ ଅଭିଯୁକ୍ତକୁ  କାବୁ କରିଥିଲା । ୪ ଅଭିଯୁକ୍ତଙ୍କ ଘର ବାଳେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ୪ ଜଣ ହେଲେ  ସେକ ଫୟାଜ, ସେକ ମୁରାଦ, ସେକ ସମସେଦ […]

ବାଳେଶ୍ୱର: କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଏସଟିଏଫ । ବାଳେଶ୍ୱର ରେଳଷ୍ଟେସନ ରୋଡ଼ରୁ ଏହି ବ୍ରାଉନସୁଗର ଜବତ କରିଛି STF ।  ସନ୍ଧ୍ୟା ସମୟରେ ବ୍ରାଉନସୁଗର ଡିଲ ପାଇଁ ଚାଲିଥିଲା ବଡ଼ମସୁଦ୍ଧା । ଖବର ପାଇ ଛଦ୍ମ ବେଶରେ ଛକି ରହିଥିବା STF  ୪ ଅଭିଯୁକ୍ତକୁ  କାବୁ କରିଥିଲା । ୪ ଅଭିଯୁକ୍ତଙ୍କ ଘର ବାଳେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ୪ ଜଣ ହେଲେ  ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଓ ସମ୍ବିଦ ନାୟକ ।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

21 Aug 2023 By The Sakala

କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ବାଳେଶ୍ୱର: କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଏସଟିଏଫ । ବାଳେଶ୍ୱର ରେଳଷ୍ଟେସନ ରୋଡ଼ରୁ ଏହି ବ୍ରାଉନସୁଗର ଜବତ କରିଛି STF ।  ସନ୍ଧ୍ୟା ସମୟରେ ବ୍ରାଉନସୁଗର ଡିଲ ପାଇଁ ଚାଲିଥିଲା ବଡ଼ମସୁଦ୍ଧା । ଖବର ପାଇ ଛଦ୍ମ ବେଶରେ ଛକି ରହିଥିବା STF  ୪ ଅଭିଯୁକ୍ତକୁ  କାବୁ କରିଥିଲା । ୪ ଅଭିଯୁକ୍ତଙ୍କ ଘର ବାଳେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ୪ ଜଣ ହେଲେ  ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଓ ସମ୍ବିଦ ନାୟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର