ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

The Sakala Picture
Published On

ଭୁବନେଶ୍ବର: ସ୍ପେଶାଲ କ୍ରାଇମ ୟୁନିଟ ହାତରେ କେଜିଏରୁ ଉର୍ଦ୍ଧ ବ୍ରାଉନସୁଗର। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ୧ କେଜି ୧୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଳ୍ୟ କଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ଆଣ୍ଟି ନାର୍କୋଟିକ୍ସ ଡ୍ରାଇଭରେ ଡେଲାଙ୍ଗ କୋଠାଗଡ଼ର ନିରଞ୍ଜନ ପାଟ୍ଟଯୋଶୀ ଓ ଡେଲାଙ୍ଗ ଥାନା ରତନପୁରର ପ୍ରଦୀପ୍ତ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେମାନଙ୍କ […]

ଭୁବନେଶ୍ବର: ସ୍ପେଶାଲ କ୍ରାଇମ ୟୁନିଟ ହାତରେ କେଜିଏରୁ ଉର୍ଦ୍ଧ ବ୍ରାଉନସୁଗର। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ୧ କେଜି ୧୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଳ୍ୟ କଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ଆଣ୍ଟି ନାର୍କୋଟିକ୍ସ ଡ୍ରାଇଭରେ ଡେଲାଙ୍ଗ କୋଠାଗଡ଼ର ନିରଞ୍ଜନ ପାଟ୍ଟଯୋଶୀ ଓ ଡେଲାଙ୍ଗ ଥାନା ରତନପୁରର ପ୍ରଦୀପ୍ତ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି ବାଇକ ମଧ୍ୟ ଜବତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଖବର ଅନୁଯାୟୀ, ମେ’ ୧୦ ରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ୧୪୨୦ ଗ୍ରାମ ବ୍ରାଉନସୁଗର ଏଯାବତ ଜବତ କରିଛି। ଏହାସହ ୨୩୦ କେଜି ଗଞ୍ଜେଇ ଜବତ କରାଯାଇଛି। ୩ ଟି ଦିଗକୁ ନେଇ ସ୍ପେଶାଲ କ୍ରାଇମ ୟୁନିଟ କାର୍ଯ୍ୟ କରୁଛି। ଆଣ୍ଟି ଫ୍ରଡ ସେଲ, ନାର୍କୋଟିକ୍ସ କଣ୍ଟ୍ରୋଲ ଓ ଅର୍ଗାନାଇଜଡ କ୍ରାଇମ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଯାଉଛି। ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୁଲିସରେ ସ୍ପେଶାଲ କ୍ରାଇମ ୟୁନିଟ ମିନି କ୍ରାଇମବ୍ରାଞ୍ଚ ଭଳି କାମ କରୁଥିବା କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

10 Nov 2023 By The Sakala

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ଭୁବନେଶ୍ବର: ସ୍ପେଶାଲ କ୍ରାଇମ ୟୁନିଟ ହାତରେ କେଜିଏରୁ ଉର୍ଦ୍ଧ ବ୍ରାଉନସୁଗର। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ୧ କେଜି ୧୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଳ୍ୟ କଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ଆଣ୍ଟି ନାର୍କୋଟିକ୍ସ ଡ୍ରାଇଭରେ ଡେଲାଙ୍ଗ କୋଠାଗଡ଼ର ନିରଞ୍ଜନ ପାଟ୍ଟଯୋଶୀ ଓ ଡେଲାଙ୍ଗ ଥାନା ରତନପୁରର ପ୍ରଦୀପ୍ତ କୁମାର ସାହୁଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି ବାଇକ ମଧ୍ୟ ଜବତ କରାଯାଇଛି ।

ଖବର ଅନୁଯାୟୀ, ମେ’ ୧୦ ରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ୧୪୨୦ ଗ୍ରାମ ବ୍ରାଉନସୁଗର ଏଯାବତ ଜବତ କରିଛି। ଏହାସହ ୨୩୦ କେଜି ଗଞ୍ଜେଇ ଜବତ କରାଯାଇଛି। ୩ ଟି ଦିଗକୁ ନେଇ ସ୍ପେଶାଲ କ୍ରାଇମ ୟୁନିଟ କାର୍ଯ୍ୟ କରୁଛି। ଆଣ୍ଟି ଫ୍ରଡ ସେଲ, ନାର୍କୋଟିକ୍ସ କଣ୍ଟ୍ରୋଲ ଓ ଅର୍ଗାନାଇଜଡ କ୍ରାଇମ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଯାଉଛି। ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୁଲିସରେ ସ୍ପେଶାଲ କ୍ରାଇମ ୟୁନିଟ ମିନି କ୍ରାଇମବ୍ରାଞ୍ଚ ଭଳି କାମ କରୁଥିବା କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର