ସମ୍ପର୍କରେ ଲାଗିଲା ରକ୍ତର ଛିଟା : ଖୁଡ଼ୀକୁ ଟାଙ୍ଗିଆରେ ହାଣି, ନିଜେ ଆତ୍ମହତ୍ୟା କଲା ପୁତୁରା

The Sakala Picture
Published On

ଜଗତସିଂହପୁର : ଖୁଡୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି ପୁତୁରା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁରେ। ସୂଚନାଅନୁସାରେ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ସହିତ ପାରିବାରିକ ବିବାଦ ରହିଥିଲା। ଯାହାକୁ ନେଇ ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ତୀକ୍ତତା ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରଶାନ୍ତଙ୍କ […]

ଜଗତସିଂହପୁର : ଖୁଡୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି ପୁତୁରା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁରେ। ସୂଚନାଅନୁସାରେ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ସହିତ ପାରିବାରିକ ବିବାଦ ରହିଥିଲା। ଯାହାକୁ ନେଇ ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ତୀକ୍ତତା ଲାଗି ରହିଥିଲା।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରଶାନ୍ତଙ୍କ ପତ୍ନୀ ଲିପ୍‌ସାଙ୍କୁ ତାଙ୍କ ପୁତୁରା ଦେବୀପ୍ରସାଦ ଜେନା ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତା ପରେ ମାନସିକ ଭାରସାମ୍ୟ ହରାଇ ଅଭିଯୁକ୍ତ ପୁତୁରା ଦେବୀ ପ୍ରସାଦ ଜେନା ଗାଁ ଶେଷ ମୁଣ୍ଡରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଜଗତସିଂହପୁର ଏସଡିପିଓ ପ୍ରିୟରଞ୍ଜନ ଶତପଥୀ ଓ ସଦର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

19 Apr 2021 By The Sakala

ସମ୍ପର୍କରେ ଲାଗିଲା ରକ୍ତର ଛିଟା : ଖୁଡ଼ୀକୁ ଟାଙ୍ଗିଆରେ ହାଣି, ନିଜେ ଆତ୍ମହତ୍ୟା କଲା ପୁତୁରା

ଜଗତସିଂହପୁର : ଖୁଡୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି ପୁତୁରା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁରେ। ସୂଚନାଅନୁସାରେ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ସହିତ ପାରିବାରିକ ବିବାଦ ରହିଥିଲା। ଯାହାକୁ ନେଇ ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ତୀକ୍ତତା ଲାଗି ରହିଥିଲା।

ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରଶାନ୍ତଙ୍କ ପତ୍ନୀ ଲିପ୍‌ସାଙ୍କୁ ତାଙ୍କ ପୁତୁରା ଦେବୀପ୍ରସାଦ ଜେନା ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତା ପରେ ମାନସିକ ଭାରସାମ୍ୟ ହରାଇ ଅଭିଯୁକ୍ତ ପୁତୁରା ଦେବୀ ପ୍ରସାଦ ଜେନା ଗାଁ ଶେଷ ମୁଣ୍ଡରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଜଗତସିଂହପୁର ଏସଡିପିଓ ପ୍ରିୟରଞ୍ଜନ ଶତପଥୀ ଓ ସଦର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର