ଗଞ୍ଜେଇ ଚାଲାଣକାରୀଙ୍କ ନୂଆ ଉପାୟ: ରାଜଧାନୀରେ କୋରିଅର ଜରିଆରେ କରୁଥିଲେ ଚାଲାଣ, ୨ ଯୁବକ ଗିରଫ

The Sakala Picture
Published On

ଭୁବନେଶ୍ୱର: ଅଭିନବ ଉପାୟ ଅପାଣାଉଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।  କେତେବେଳେ କଣ୍ଟେନର ତ କେତେ ବେଳେ ବାଉଁଶ ଭିତରେ ଭର୍ତ୍ତି କରି ଆଉ କେତେବେଳ ପଇଡ ବୋଝେଇ ଗାଡିରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଏବେ ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ। କୋରିଅରରେ ଜରିଆରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଚୋରା ଚାଲାଣକାରୀକୁ ଧରିଛି କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ  ସହିଦନଗର ଥାନା ପୋଲିସ ଗିରଫ […]

ଭୁବନେଶ୍ୱର: ଅଭିନବ ଉପାୟ ଅପାଣାଉଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।  କେତେବେଳେ କଣ୍ଟେନର ତ କେତେ ବେଳେ ବାଉଁଶ ଭିତରେ ଭର୍ତ୍ତି କରି ଆଉ କେତେବେଳ ପଇଡ ବୋଝେଇ ଗାଡିରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଏବେ ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ। କୋରିଅରରେ ଜରିଆରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଚୋରା ଚାଲାଣକାରୀକୁ ଧରିଛି କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ  ସହିଦନଗର ଥାନା ପୋଲିସ ଗିରଫ କରିଛି । ଭୁବନେଶ୍ୱରର କୋଚିଲାଇ ହାଟରୁ ଦୁଇ ବେପାରୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ । ଭିଆରଏଲ୍ କୋରିଅର ଜରିଆରେ ଗଞ୍ଜେଇ ଭୁବନେଶ୍ୱରରୁ ଦିଲ୍ଲୀ ଚାଲାଣ ହେଉଥିଲା । କୋରିଅର ସମୟରେ ସନ୍ଦେହ ହେବାରୁ ଏନେଇ କୋରିଅର ସଂସ୍ଥା ପୋଲିସକୁ ଅବଗତ କରାଇଥିଲା ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

29 Aug 2021 By The Sakala

ଗଞ୍ଜେଇ ଚାଲାଣକାରୀଙ୍କ ନୂଆ ଉପାୟ: ରାଜଧାନୀରେ କୋରିଅର ଜରିଆରେ କରୁଥିଲେ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟ ଅପାଣାଉଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।  କେତେବେଳେ କଣ୍ଟେନର ତ କେତେ ବେଳେ ବାଉଁଶ ଭିତରେ ଭର୍ତ୍ତି କରି ଆଉ କେତେବେଳ ପଇଡ ବୋଝେଇ ଗାଡିରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଏବେ ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ। କୋରିଅରରେ ଜରିଆରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଚୋରା ଚାଲାଣକାରୀକୁ ଧରିଛି କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ  ସହିଦନଗର ଥାନା ପୋଲିସ ଗିରଫ କରିଛି । ଭୁବନେଶ୍ୱରର କୋଚିଲାଇ ହାଟରୁ ଦୁଇ ବେପାରୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ । ଭିଆରଏଲ୍ କୋରିଅର ଜରିଆରେ ଗଞ୍ଜେଇ ଭୁବନେଶ୍ୱରରୁ ଦିଲ୍ଲୀ ଚାଲାଣ ହେଉଥିଲା । କୋରିଅର ସମୟରେ ସନ୍ଦେହ ହେବାରୁ ଏନେଇ କୋରିଅର ସଂସ୍ଥା ପୋଲିସକୁ ଅବଗତ କରାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର