ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କଟକରୁ ପୁଣି ବନ୍ଧୁକ ରାକେଟ୍ ଠାବ: ୯ ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ, ୪ ଗିରଫ

The Sakala Picture
Published On

କଟକ: ଲକଡାଉନ ଓ ସଟଡାଉନ ସମୟରେ ଚୋରା ବନ୍ଧୁକ କାରବାରର ରାକେଟକୁ ଠାବ କରିଛି କମିଶନରେଟ ପୁଲିସ। କଟକରୁ ୯ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ କରିବା ସହିତ ୪ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ସେହିପରି ୩ ମାସ ମଧ୍ୟରେ ୪୩ ବନ୍ଧୁକ ସହିତ ୨୨୫ ଗୁଳି ଜବତ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଗିରଫ ଅପରାଧୀଙ୍କ ମଧ୍ୟରେ ଧଳ ସାମନ୍ତ ବ୍ରଦର୍ସ ଘରୁ ଜବତ ଅସ୍ତ୍ରଶସ୍ତ୍ର […]

କଟକ: ଲକଡାଉନ ଓ ସଟଡାଉନ ସମୟରେ ଚୋରା ବନ୍ଧୁକ କାରବାରର ରାକେଟକୁ ଠାବ କରିଛି କମିଶନରେଟ ପୁଲିସ। କଟକରୁ ୯ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ କରିବା ସହିତ ୪ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ସେହିପରି ୩ ମାସ ମଧ୍ୟରେ ୪୩ ବନ୍ଧୁକ ସହିତ ୨୨୫ ଗୁଳି ଜବତ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଗିରଫ ଅପରାଧୀଙ୍କ ମଧ୍ୟରେ ଧଳ ସାମନ୍ତ ବ୍ରଦର୍ସ ଘରୁ ଜବତ ଅସ୍ତ୍ରଶସ୍ତ୍ର ଲିଙ୍କରେ ଧରା ପଡିଥିବା ତାଳଚେରର ଟୁକୁନା ସାହୁ ରହିଛି । ତାକୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଅନ୍ୟ ଅପରାଧୀ ସଂପର୍କରେ ସୁରାକ ପାଇଥିଲା ପୁଲିସ । ଅନ୍ୟ ୩ ଅପରାଧୀଙ୍କ ନାଁରେ ମଧ୍ୟ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଖଣ୍ଡନ ହେଲା ଡ୍ରଗ୍ସ ସେବନ ଅଭିଯୋଗ, ଜିମ୍ନାଷ୍ଟିକ୍ ବେଲ୍ଟକୁ ନେଇ ବଢ଼ିଲା ସନ୍ଦେହ

16 Jun 2021 By The Sakala

କଟକରୁ ପୁଣି ବନ୍ଧୁକ ରାକେଟ୍ ଠାବ: ୯ ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ, ୪ ଗିରଫ

କଟକ: ଲକଡାଉନ ଓ ସଟଡାଉନ ସମୟରେ ଚୋରା ବନ୍ଧୁକ କାରବାରର ରାକେଟକୁ ଠାବ କରିଛି କମିଶନରେଟ ପୁଲିସ। କଟକରୁ ୯ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ କରିବା ସହିତ ୪ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ସେହିପରି ୩ ମାସ ମଧ୍ୟରେ ୪୩ ବନ୍ଧୁକ ସହିତ ୨୨୫ ଗୁଳି ଜବତ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଗିରଫ ଅପରାଧୀଙ୍କ ମଧ୍ୟରେ ଧଳ ସାମନ୍ତ ବ୍ରଦର୍ସ ଘରୁ ଜବତ ଅସ୍ତ୍ରଶସ୍ତ୍ର ଲିଙ୍କରେ ଧରା ପଡିଥିବା ତାଳଚେରର ଟୁକୁନା ସାହୁ ରହିଛି । ତାକୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଅନ୍ୟ ଅପରାଧୀ ସଂପର୍କରେ ସୁରାକ ପାଇଥିଲା ପୁଲିସ । ଅନ୍ୟ ୩ ଅପରାଧୀଙ୍କ ନାଁରେ ମଧ୍ୟ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର