Mr Gulua: 'ମୋ ଜୀବନ ପ୍ରତି ବିପଦ ଅଛି', ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଲେ କମେଡିଆନ ଗୁଲୁଆ

Madhusudan Das Picture
Published On

ଭୁବନେଶ୍ୱର: କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଅଭିଯୋଗ। 'ମୋ ଜୀବନ ପ୍ରତି ବିପଦ ଅଛି' । ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଲେ କମେଡିଆନ ଆଶିଷ କୁମାର ଦାସ(ଗୁଲୁଆ) । ଓଡ଼ିଶାର ଜଣାଶୁଣା ୟୁଟ୍ୟୁବର ତଥା କମେଡିଆନ ମିଷ୍ଟର ଗୁଲୁଆ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି। ଏ ନେଇ ଗୁଲୁଆ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତାଙ୍କୁ କେହି କୋଟିଏ ଟଙ୍କା ମାଗୁଥିବା ସଂପର୍କରେ ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି । ଟଙ୍କା ନ ଦେଲେ ସୋସିଆଲ ମିଡିଆରେ ବଦନାମ କରିବା ସହ ହାତଗୋଡ ଭାଙ୍ଗିଦେବେ ବୋଲି ଧମକ ମିଳୁଥିବା ଗୁଲୁଆ କହିଛନ୍ତି । 

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

25 Dec 2025 By Madhusudan Das

Mr Gulua: 'ମୋ ଜୀବନ ପ୍ରତି ବିପଦ ଅଛି', ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଲେ କମେଡିଆନ ଗୁଲୁଆ

ଭୁବନେଶ୍ୱର: କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଅଭିଯୋଗ। 'ମୋ ଜୀବନ ପ୍ରତି ବିପଦ ଅଛି' । ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଲେ କମେଡିଆନ ଆଶିଷ କୁମାର ଦାସ(ଗୁଲୁଆ) । ଓଡ଼ିଶାର ଜଣାଶୁଣା ୟୁଟ୍ୟୁବର ତଥା କମେଡିଆନ ମିଷ୍ଟର ଗୁଲୁଆ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି। ଏ ନେଇ ଗୁଲୁଆ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତାଙ୍କୁ କେହି କୋଟିଏ ଟଙ୍କା ମାଗୁଥିବା ସଂପର୍କରେ ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି । ଟଙ୍କା ନ ଦେଲେ ସୋସିଆଲ ମିଡିଆରେ ବଦନାମ କରିବା ସହ ହାତଗୋଡ ଭାଙ୍ଗିଦେବେ ବୋଲି ଧମକ ମିଳୁଥିବା ଗୁଲୁଆ କହିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର