ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ପୁଲିସ ସହ ଲୁଚକାଳି ଖେଳୁଥିବା ଅପରାଧୀଙ୍କ ବିରୋଧରେ ଲାଗିଲା ଲଟକା

The Sakala Picture
Published On

ଭୁବନେଶ୍ବର: ପୁଲିସ ସହ ଲୁଚକାଳି ଖେଳୁଥିବା ଅପରାଧୀଙ୍କ ବିରୋଧରେ ଲାଗିଲା ଲଟକା । ନୋଟିସ ବା ସମନ ପାଇ ହାଜର ହେଉ ନ ଥିବା ଦାଗୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଖଣ୍ଡଗିରି ଥାନା ଅଧିନ ଜାଗମରାର ଅଭିଯୁକ୍ତ ବିମଳ ପଟ୍ଟନାୟକଙ୍କ ଘର ସାମ୍ନାରେ ଡେଙ୍ଗୁରା ବାଜିବା ସହ ଲଟକା ଲାଗିଛି  ଅଭିଯୁକ୍ତ ମାନେ ହାଜର ନ ହେଲେ ସେମାନଙ୍କ ସ୍ଥାବର, ଆସ୍ଥାବର ସମ୍ପତି ବାର୍ଯ୍ୟାପ୍ତି ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଆଗକୁ ଏହାକୁ […]

ଭୁବନେଶ୍ବର: ପୁଲିସ ସହ ଲୁଚକାଳି ଖେଳୁଥିବା ଅପରାଧୀଙ୍କ ବିରୋଧରେ ଲାଗିଲା ଲଟକା । ନୋଟିସ ବା ସମନ ପାଇ ହାଜର ହେଉ ନ ଥିବା ଦାଗୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଖଣ୍ଡଗିରି ଥାନା ଅଧିନ ଜାଗମରାର ଅଭିଯୁକ୍ତ ବିମଳ ପଟ୍ଟନାୟକଙ୍କ ଘର ସାମ୍ନାରେ ଡେଙ୍ଗୁରା ବାଜିବା ସହ ଲଟକା ଲାଗିଛି  ଅଭିଯୁକ୍ତ ମାନେ ହାଜର ନ ହେଲେ ସେମାନଙ୍କ ସ୍ଥାବର, ଆସ୍ଥାବର ସମ୍ପତି ବାର୍ଯ୍ୟାପ୍ତି ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଆଗକୁ ଏହାକୁ ସମସ୍ତ ଥାନା ଅଞ୍ଚଳରେ ଥିବା ଦାଗୀଙ୍କ ବିରୋଧରେ ଲଟକା ଜାରି କରିବାକୁ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚନ୍ଦ୍ରିକା ମୃତ୍ୟୁ ମାମଲା: OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

24 Mar 2025 By The Sakala

ପୁଲିସ ସହ ଲୁଚକାଳି ଖେଳୁଥିବା ଅପରାଧୀଙ୍କ ବିରୋଧରେ ଲାଗିଲା ଲଟକା

ଭୁବନେଶ୍ବର: ପୁଲିସ ସହ ଲୁଚକାଳି ଖେଳୁଥିବା ଅପରାଧୀଙ୍କ ବିରୋଧରେ ଲାଗିଲା ଲଟକା । ନୋଟିସ ବା ସମନ ପାଇ ହାଜର ହେଉ ନ ଥିବା ଦାଗୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଖଣ୍ଡଗିରି ଥାନା ଅଧିନ ଜାଗମରାର ଅଭିଯୁକ୍ତ ବିମଳ ପଟ୍ଟନାୟକଙ୍କ ଘର ସାମ୍ନାରେ ଡେଙ୍ଗୁରା ବାଜିବା ସହ ଲଟକା ଲାଗିଛି  ଅଭିଯୁକ୍ତ ମାନେ ହାଜର ନ ହେଲେ ସେମାନଙ୍କ ସ୍ଥାବର, ଆସ୍ଥାବର ସମ୍ପତି ବାର୍ଯ୍ୟାପ୍ତି ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଆଗକୁ ଏହାକୁ ସମସ୍ତ ଥାନା ଅଞ୍ଚଳରେ ଥିବା ଦାଗୀଙ୍କ ବିରୋଧରେ ଲଟକା ଜାରି କରିବାକୁ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର