୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣା; ପହଞ୍ଚିଲା ଏନଆଇଏ ଟିମ, ଛାନଭିନ ଆରମ୍ଭ…

The Sakala Picture
Published On

ରାଉରକେଲା: ବିସ୍ଫୋରକ ଲୁଟ ସ୍ଥଳରେ ଏନଆଇଏ ଟିମ ।  ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ଏଜେନସି। ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଲୁଟ ସ୍ଥାନରେ ପହଞ୍ଚି ଖୋଳତାଡ଼ ଚଳାଇଛି ଏନଆଇଏ। କାହିଁକି, କେଉଁ ଉଦ୍ଦେଶ୍ୟରେ ଲୁଟ ହୋଇଛି ସେନେଇ ଖୋଳତାଡ଼ ଚଳାଇଛି। ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଏନଆଇଏ । ଅନ୍ୟପଟେ ଏହାକୁ ଗମ୍ଭୀରତା ସହ ନେଇଛି ରାଜ୍ୟ ପୁଲିସ । ରାଉରକେଲା ପୁଲିସ କାର୍ଯ୍ୟାଳୟରେ […]

ରାଉରକେଲା: ବିସ୍ଫୋରକ ଲୁଟ ସ୍ଥଳରେ ଏନଆଇଏ ଟିମ ।  ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ଏଜେନସି। ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଲୁଟ ସ୍ଥାନରେ ପହଞ୍ଚି ଖୋଳତାଡ଼ ଚଳାଇଛି ଏନଆଇଏ। କାହିଁକି, କେଉଁ ଉଦ୍ଦେଶ୍ୟରେ ଲୁଟ ହୋଇଛି ସେନେଇ ଖୋଳତାଡ଼ ଚଳାଇଛି। ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଏନଆଇଏ । ଅନ୍ୟପଟେ ଏହାକୁ ଗମ୍ଭୀରତା ସହ ନେଇଛି ରାଜ୍ୟ ପୁଲିସ ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ରାଉରକେଲା ପୁଲିସ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ସୀମାନ୍ତ ଅଞ୍ଚଳ ହୋଇଥିବାରୁ ସିଆଇପିଏଫ, ଡିଭିଏଫ ସହ ଝାଡ଼ଖଣ୍ଡ ପୋଲିସର ଜାଗୁଆର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଟ୍ରକ ଡ୍ରାଇଭର ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ । ବିସ୍ଫୋରକ ଲୁଟ ଘଟଣାରେ ଏନଆଇଏର ତଦନ୍ତ ମାମଲାର ଗମ୍ଭୀରତାକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

29 May 2025 By The Sakala

୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣା; ପହଞ୍ଚିଲା ଏନଆଇଏ ଟିମ, ଛାନଭିନ ଆରମ୍ଭ…

ରାଉରକେଲା: ବିସ୍ଫୋରକ ଲୁଟ ସ୍ଥଳରେ ଏନଆଇଏ ଟିମ ।  ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ଏଜେନସି। ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଲୁଟ ସ୍ଥାନରେ ପହଞ୍ଚି ଖୋଳତାଡ଼ ଚଳାଇଛି ଏନଆଇଏ। କାହିଁକି, କେଉଁ ଉଦ୍ଦେଶ୍ୟରେ ଲୁଟ ହୋଇଛି ସେନେଇ ଖୋଳତାଡ଼ ଚଳାଇଛି। ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଏନଆଇଏ । ଅନ୍ୟପଟେ ଏହାକୁ ଗମ୍ଭୀରତା ସହ ନେଇଛି ରାଜ୍ୟ ପୁଲିସ ।

ରାଉରକେଲା ପୁଲିସ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ସୀମାନ୍ତ ଅଞ୍ଚଳ ହୋଇଥିବାରୁ ସିଆଇପିଏଫ, ଡିଭିଏଫ ସହ ଝାଡ଼ଖଣ୍ଡ ପୋଲିସର ଜାଗୁଆର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଟ୍ରକ ଡ୍ରାଇଭର ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ । ବିସ୍ଫୋରକ ଲୁଟ ଘଟଣାରେ ଏନଆଇଏର ତଦନ୍ତ ମାମଲାର ଗମ୍ଭୀରତାକୁ ଦର୍ଶାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର