ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଆଜି ଦେଶରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ, ୩, ୮୯୦ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା । ଆଜି ଦିନକରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ରେ ପହଞ୍ଚିଲାଣି । ମୋଟ୍ କରୋନାରୁ ସୁସ୍ଥ ହେଲେଣି ୨କୋଟି ୪ଲକ୍ଷ ୩୨ହଜାର ୮୯୮ଜଣ ଆକ୍ରାନ୍ତ । ମୋଟ୍ କରୋନା […]

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା । ଆଜି ଦିନକରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ରେ ପହଞ୍ଚିଲାଣି । ମୋଟ୍ କରୋନାରୁ ସୁସ୍ଥ ହେଲେଣି ୨କୋଟି ୪ଲକ୍ଷ ୩୨ହଜାର ୮୯୮ଜଣ ଆକ୍ରାନ୍ତ । ମୋଟ୍ କରୋନା ମୃତ୍ୟୁସଂକ୍ୟା ୨ଲକ୍ଷ ୬୬ହଜାର ୨୦୭ । ଆକ୍ଟିଭ କେସ୍ ରହିଛି ୩୬ଲକ୍ଷ ୭୩ହଜାର୮୦୨ । ଦେ୍ଶରେ ଟିକାକରଣ ଜାରି ରିହଛି । ୧୮କୋଟି ୪ଲକ୍ଷ ୫୭ହଜାର ୫୭୯ଜଣଙ୍କୁ ଟିକା ଦିଆୟାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ

15 May 2021 By The Sakala

ଆଜି ଦେଶରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ, ୩, ୮୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା । ଆଜି ଦିନକରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ରେ ପହଞ୍ଚିଲାଣି । ମୋଟ୍ କରୋନାରୁ ସୁସ୍ଥ ହେଲେଣି ୨କୋଟି ୪ଲକ୍ଷ ୩୨ହଜାର ୮୯୮ଜଣ ଆକ୍ରାନ୍ତ । ମୋଟ୍ କରୋନା ମୃତ୍ୟୁସଂକ୍ୟା ୨ଲକ୍ଷ ୬୬ହଜାର ୨୦୭ । ଆକ୍ଟିଭ କେସ୍ ରହିଛି ୩୬ଲକ୍ଷ ୭୩ହଜାର୮୦୨ । ଦେ୍ଶରେ ଟିକାକରଣ ଜାରି ରିହଛି । ୧୮କୋଟି ୪ଲକ୍ଷ ୫୭ହଜାର ୫୭୯ଜଣଙ୍କୁ ଟିକା ଦିଆୟାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର