ହୀରା ଭିତରୁ ମିଳିଲା ୮୦ କୋଟି ବର୍ଷ ତଳର ଆଉ ଏକ ହୀରା

The Sakala Picture
Published On

ମସ୍କୋ: ରୁଷିଆରେ ଏକ ଦାମୀ ଏବଂ ପୁରାତନ ହୀରା ଭିତରୁ ୮୦ କୋଟି ବର୍ଷ ତଳର ଆଉ ଏକ ହୀରା ମିଳିଛି। ରୁଷିଆର ଲୋକପ୍ରିୟ କଣ୍ଢେଇ ମତ୍ରୋୟେଶିକା ନାମରେ ଏହି ହୀରାର ନାମ ରଖାଯାଇଛି।  ଇତିହାସରେ ପୂର୍ବରୁ ଏ ଭଳି ଆଶ୍ଚର୍ଯ୍ଯଜନକ ଘଟଣା ସମ୍ମୁଖକୁ ଆସି ନାହିଁ । ଏହାର ସଂରଚନା ଜଟିଳ ହୋଇଥିବାରୁ ଏ ପର୍ଯ୍ଯନ୍ତ ମୂଲ୍ୟ ଧାର୍ଯ୍ଯ ହୋଇପାରି ନାହିଁ । ଏକ୍ ରେ ସମେତ ଅନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର […]

ମସ୍କୋ: ରୁଷିଆରେ ଏକ ଦାମୀ ଏବଂ ପୁରାତନ ହୀରା ଭିତରୁ ୮୦ କୋଟି ବର୍ଷ ତଳର ଆଉ ଏକ ହୀରା ମିଳିଛି। ରୁଷିଆର ଲୋକପ୍ରିୟ କଣ୍ଢେଇ ମତ୍ରୋୟେଶିକା ନାମରେ ଏହି ହୀରାର ନାମ ରଖାଯାଇଛି।  ଇତିହାସରେ ପୂର୍ବରୁ ଏ ଭଳି ଆଶ୍ଚର୍ଯ୍ଯଜନକ ଘଟଣା ସମ୍ମୁଖକୁ ଆସି ନାହିଁ । ଏହାର ସଂରଚନା ଜଟିଳ ହୋଇଥିବାରୁ ଏ ପର୍ଯ୍ଯନ୍ତ ମୂଲ୍ୟ ଧାର୍ଯ୍ଯ ହୋଇପାରି ନାହିଁ । ଏକ୍ ରେ ସମେତ ଅନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର ଗବେଷଣା ଚାଲିଛି ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଉପରେ ଅନ୍ତରୀଣ ଆଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ଏପରି ହୀରା ମିଳିବା ବିଶେଷଜ୍ଞମାନଙ୍କୁ ମଧ୍ଯ ଆଶ୍ଚର୍ଯ୍ୟ କରିଛି। ଏହା ହୀରା ମିଳିବା ବିଶ୍ୱରେ ହୀରା ଖଣି ଇତିହାସରେ ପ୍ରଥମ । ଏହା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ଅସମ୍ମାନ ଅଭିଯୋଗ, କ୍ଷୋଭ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି ବିଶେଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର