ଆସୁଛି ପ୍ରମୁଖ ପର୍ବ ହୋଲି: ବନ୍ଦ ରହିବ ବ୍ୟାଙ୍କ, ବିଳମ୍ବ ନ କରି ସାରିଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ

The Sakala Picture
Published On

ଭୁବନେଶ୍ଵର: ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ, ତେବେ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ କାମ । କାରଣ ଆସୁଛି ପ୍ରମୁଖ ପର୍ବ ହୋଲି । ଦେଶରେ ହୋଲି ପର୍ବ ବହୁତ ଧୁମଦାମରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଦେଶର ଅନେକ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ମାସ ଆର୍ଥିକ କାରବାର ତଥା ବାକି ଥିବା ବ୍ୟାଙ୍କ କାର୍ଯ୍ୟ ତଥା ସେଟେଲମେଣ୍ଟ ପାଇଁ ଶେଷ ମାସ । ଏଭଳି […]

ଭୁବନେଶ୍ଵର: ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ, ତେବେ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ କାମ । କାରଣ ଆସୁଛି ପ୍ରମୁଖ ପର୍ବ ହୋଲି । ଦେଶରେ ହୋଲି ପର୍ବ ବହୁତ ଧୁମଦାମରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଦେଶର ଅନେକ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ମାସ ଆର୍ଥିକ କାରବାର ତଥା ବାକି ଥିବା ବ୍ୟାଙ୍କ କାର୍ଯ୍ୟ ତଥା ସେଟେଲମେଣ୍ଟ ପାଇଁ ଶେଷ ମାସ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କ ଛୁଟି ଗୁଡ଼ିକୁ ଧ୍ୟାନରେ ରଖି ନିଜ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି । ହୋଲି ବ୍ୟତୀତ ମାର୍ଚ୍ଚରେ ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ପ୍ରାୟ ୬ଟି ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ କିମ୍ବା ସେହି ରାଜ୍ୟଗୁଡ଼ିକର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟାଙ୍କ ଛୁଟି ମଧ୍ୟ ନିର୍ଭର କରେ ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

ଜାଣନ୍ତୁ କେବେ, କେଉଁଠି ରହିବ ବ୍ୟାଙ୍କ ବନ୍ଦ

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

୨୨ ମାର୍ଚ୍ଚ- ବିହାର ଦିବସ ଅବସରରେ ବିହାରରେ ବ୍ୟାଙ୍କ ବନ୍ଦ ରହିବ।
୨୩ ମାର୍ଚ୍ଚ- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ।
୨୪ ମାର୍ଚ୍ଚ- ରବିବାର ହେତୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
୨୫ ମାର୍ଚ୍ଚ- ଦୋଳ ପୂର୍ଣ୍ଣିମା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୨୬ ମାର୍ଚ୍ଚ- ହୋଲି ଅବସରରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ।
୨୭ ମାର୍ଚ୍ଚ-ବିହାରରେ ହୋଲି ଅବସରରେ ସେଠାରେ ବ୍ୟାଙ୍କଗୁଡିବ ବନ୍ଦ ରହିବ।
୨୯ ମାର୍ଚ୍ଚ-ଗୁଡ ଫ୍ରାଇଡେ ଅବସରରେ ତ୍ରିପୁରା, ଆସାମ, ରାଜସ୍ଥାନ, ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶକୁ ଛାଡିଲେ ଅନ୍ୟ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୩୧ ମାର୍ଚ୍ଚ- ରବିବାର ହେତୁ ବ୍ୟାଙ୍କ ବନ୍ଦ ।

19 Mar 2024 By The Sakala

ଆସୁଛି ପ୍ରମୁଖ ପର୍ବ ହୋଲି: ବନ୍ଦ ରହିବ ବ୍ୟାଙ୍କ, ବିଳମ୍ବ ନ କରି ସାରିଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ

ଭୁବନେଶ୍ଵର: ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ, ତେବେ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ କାମ । କାରଣ ଆସୁଛି ପ୍ରମୁଖ ପର୍ବ ହୋଲି । ଦେଶରେ ହୋଲି ପର୍ବ ବହୁତ ଧୁମଦାମରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଦେଶର ଅନେକ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ମାସ ଆର୍ଥିକ କାରବାର ତଥା ବାକି ଥିବା ବ୍ୟାଙ୍କ କାର୍ଯ୍ୟ ତଥା ସେଟେଲମେଣ୍ଟ ପାଇଁ ଶେଷ ମାସ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କ ଛୁଟି ଗୁଡ଼ିକୁ ଧ୍ୟାନରେ ରଖି ନିଜ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି । ହୋଲି ବ୍ୟତୀତ ମାର୍ଚ୍ଚରେ ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ପ୍ରାୟ ୬ଟି ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ କିମ୍ବା ସେହି ରାଜ୍ୟଗୁଡ଼ିକର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟାଙ୍କ ଛୁଟି ମଧ୍ୟ ନିର୍ଭର କରେ ।

ଜାଣନ୍ତୁ କେବେ, କେଉଁଠି ରହିବ ବ୍ୟାଙ୍କ ବନ୍ଦ

୨୨ ମାର୍ଚ୍ଚ- ବିହାର ଦିବସ ଅବସରରେ ବିହାରରେ ବ୍ୟାଙ୍କ ବନ୍ଦ ରହିବ।
୨୩ ମାର୍ଚ୍ଚ- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ।
୨୪ ମାର୍ଚ୍ଚ- ରବିବାର ହେତୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
୨୫ ମାର୍ଚ୍ଚ- ଦୋଳ ପୂର୍ଣ୍ଣିମା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୨୬ ମାର୍ଚ୍ଚ- ହୋଲି ଅବସରରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ।
୨୭ ମାର୍ଚ୍ଚ-ବିହାରରେ ହୋଲି ଅବସରରେ ସେଠାରେ ବ୍ୟାଙ୍କଗୁଡିବ ବନ୍ଦ ରହିବ।
୨୯ ମାର୍ଚ୍ଚ-ଗୁଡ ଫ୍ରାଇଡେ ଅବସରରେ ତ୍ରିପୁରା, ଆସାମ, ରାଜସ୍ଥାନ, ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶକୁ ଛାଡିଲେ ଅନ୍ୟ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୩୧ ମାର୍ଚ୍ଚ- ରବିବାର ହେତୁ ବ୍ୟାଙ୍କ ବନ୍ଦ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର