ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଆଜି ଦୁଲୁକିବ ବାରବାଟୀ, ମ୍ୟାଚ୍‌ ପୂର୍ବରୁ ଫଟୋରେ ଫଟୋରେ ଦେଖନ୍ତୁ ଷ୍ଟାଡିୟମରେ ଦୁଇ ଦଳର ଖେଳାଳିଙ୍କ ଅଭ୍ୟାସ

The Sakala Picture
Published On

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ତେବେ ମ୍ୟାଚ୍‌ ପୂର୍ବରାୁ ଗତକାଲି ଦୁଇ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ତେବେ ଫଟୋରେ ଫଟୋରେ ଦେଖନ୍ତୁ ବାରବାଟୀରେ କିପରି ଅଭ୍ୟାସ କରୁଥିଲେ ଦୁଇ ଦଳର ଖେଳାଳି। ଫଟୋ: ବିକାଶ ଶର୍ମା   ବାରବାଟୀ ଷ୍ଟାଡିୟମ କୋଚ୍‌ ରାହୁଲ ଦ୍ରାବିଡଙ୍କ ତତ୍ବାବଧାନରେ ଅଭ୍ୟାସ କରୁଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଧିକ […]

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ତେବେ ମ୍ୟାଚ୍‌ ପୂର୍ବରାୁ ଗତକାଲି ଦୁଇ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ତେବେ ଫଟୋରେ ଫଟୋରେ ଦେଖନ୍ତୁ ବାରବାଟୀରେ କିପରି ଅଭ୍ୟାସ କରୁଥିଲେ ଦୁଇ ଦଳର ଖେଳାଳି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି

ଫଟୋ: ବିକାଶ ଶର୍ମା

ଆହୁରି ପଢ଼ନ୍ତୁ: RTI ପରିସରଭୁକ୍ତ ନୁହେଁ ବିସିସିଆଇ; ସୂଚନା ଦେବାକୁ ବାଧ୍ୟ ନୁହେଁ ବୋଲି 'ସିଆଇସି'ଙ୍କ ବଡ଼ ନିଷ୍ପତ୍ତି

Barabati stadium

ଆହୁରି ପଢ଼ନ୍ତୁ: କିଛି ବଡ଼ ଯୋଜନାରେ ଅଛନ୍ତି ବିରାଟ କୋହଲି, କିନ୍ତୁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ରାସ୍ତା ବନ୍ଦ

ବାରବାଟୀ ଷ୍ଟାଡିୟମ

Barabati stadium

Barabati stadium

କୋଚ୍‌ ରାହୁଲ ଦ୍ରାବିଡଙ୍କ ତତ୍ବାବଧାନରେ ଅଭ୍ୟାସ କରୁଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା

ଦକ୍ଷିଣ ଆଫ୍ରିକା ଦଳର ଅଭ୍ୟାସ

Barabati stadium

Barabati stadium

Barabati stadium

ଭାରତୀୟ ଦଳର ଅଭ୍ୟାସ

Barabati stadium

12 Jun 2022 By The Sakala

ଆଜି ଦୁଲୁକିବ ବାରବାଟୀ, ମ୍ୟାଚ୍‌ ପୂର୍ବରୁ ଫଟୋରେ ଫଟୋରେ ଦେଖନ୍ତୁ ଷ୍ଟାଡିୟମରେ ଦୁଇ ଦଳର ଖେଳାଳିଙ୍କ ଅଭ୍ୟାସ

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ତେବେ ମ୍ୟାଚ୍‌ ପୂର୍ବରାୁ ଗତକାଲି ଦୁଇ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ତେବେ ଫଟୋରେ ଫଟୋରେ ଦେଖନ୍ତୁ ବାରବାଟୀରେ କିପରି ଅଭ୍ୟାସ କରୁଥିଲେ ଦୁଇ ଦଳର ଖେଳାଳି।

ଫଟୋ: ବିକାଶ ଶର୍ମା

Barabati stadium

ବାରବାଟୀ ଷ୍ଟାଡିୟମ

Barabati stadium

Barabati stadium

କୋଚ୍‌ ରାହୁଲ ଦ୍ରାବିଡଙ୍କ ତତ୍ବାବଧାନରେ ଅଭ୍ୟାସ କରୁଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା

ଦକ୍ଷିଣ ଆଫ୍ରିକା ଦଳର ଅଭ୍ୟାସ

Barabati stadium

Barabati stadium

Barabati stadium

ଭାରତୀୟ ଦଳର ଅଭ୍ୟାସ

Barabati stadium

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର