ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା : ପ୍ରଥମ ଭାରତୀୟ ଭାବେ ଜିତିଲେ ଐତିହାସିକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି

The Sakala Picture
Published On

ଜୁରିକ : ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ତାଙ୍କ ଜ୍ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ଆଥ୍‍ଲେଟ୍‍ ଭାବେ ନୀରଜ ସମ୍ମାନଜନକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜୁରିକରେ ଅନୁଷ୍ଠିତ ହାଇପ୍ରୋଫାଇଲ୍‍ ଫାଇନାଲ୍ସରେ ଏହି ତାରକା ଭାରତୀୟ ଆଥ୍‍ଲେଟ୍‍ ୮୮.୪୪ ମିଟର୍‍ ଜାଭେଲିନ୍‍ ଫିଙ୍ଗି ଶୀର୍ଷ ସ୍ଥାନ ହାସଲ କରିଥିଲେ। ସେ ତାଙ୍କ ଦ୍ୱିତୀୟ […]

ଜୁରିକ : ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ତାଙ୍କ ଜ୍ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ଆଥ୍‍ଲେଟ୍‍ ଭାବେ ନୀରଜ ସମ୍ମାନଜନକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜୁରିକରେ ଅନୁଷ୍ଠିତ ହାଇପ୍ରୋଫାଇଲ୍‍ ଫାଇନାଲ୍ସରେ ଏହି ତାରକା ଭାରତୀୟ ଆଥ୍‍ଲେଟ୍‍ ୮୮.୪୪ ମିଟର୍‍ ଜାଭେଲିନ୍‍ ଫିଙ୍ଗି ଶୀର୍ଷ ସ୍ଥାନ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ଦାମ୍ବୁଲା ବିବାଦ: ମୁଣ୍ଡ ପୂରାଇବ ନାହିଁ ବିସିସିଆଇ, କହିଲା ଏଥିରେ ଆମର କୌଣସି ଭୂମିକା ନାହିଁ

ସେ ତାଙ୍କ ଦ୍ୱିତୀୟ ପ୍ରୟାସରେ ଏହି ଦୂରତା ହାସଲ କରିଥିଲେ। ନୀରଜଙ୍କ ପ୍ରଥମ ପ୍ରାୟସ ଫାଉଲ୍‍ ଯାଇଥିଲା। ଏହାପରେ ସେ ପର୍ଯ୍ୟାୟକ୍ରମେ ୮୮.୪୪, ୮୮.୦, ୮୬.୧୧, ୮୭.୦ ମିଟଟର ଜାଭେଲିନ ଫିଙ୍ଗିଥିଲେ। ଏଥିମଧ୍ୟରୁ ଦ୍ୱିତୀୟ ପ୍ରୟାସରେ ହାସଲ କରିଥିବା ୮୮.୪୪ ମିଟର ଉପରକୁ ଅନ୍ୟକୌଣସି ପ୍ରତିଯୋଗୀ ଟପିପାରି ନ ଥିଲେ। ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚେକ୍‍ ରିପବ୍ଲିକର ଜାକୁବ ଭାଡଲେଜଚ ୮୬.୯୪ ମିଟର ସହ ଦ୍ୱିତୀୟ ଓ ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ସହ ୩ୟ ସ୍ଥାନରେ ରହିଥିଲେ। ୨୪ ବର୍ଷୀୟ ଭାରତୀୟ ସେନାର ଏହି ଅଧିକାରୀ ବର୍ତ୍ତମାନ ବିଶ୍ୱର ପ୍ରମୁଖ ପ୍ରତିଯୋଗିତା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ, ବିଶ୍ୱ ଚାମ୍ପିଅନ୍‍ସିପ୍‍ରେ ରୌପ୍ୟ, ଗତ ମାସରେ ଡାଇମଣ୍ଡ ଲିଗ୍‍ରେ ଟାଇଟଲ୍‍ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ବିରାଟ କୋହଲିଙ୍କ ଫିଟନେସକୁ ନେଇ ଆସିଲା ବଡ଼ ଖବର

09 Sep 2022 By The Sakala

ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା : ପ୍ରଥମ ଭାରତୀୟ ଭାବେ ଜିତିଲେ ଐତିହାସିକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି

ଜୁରିକ : ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ତାଙ୍କ ଜ୍ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ଆଥ୍‍ଲେଟ୍‍ ଭାବେ ନୀରଜ ସମ୍ମାନଜନକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜୁରିକରେ ଅନୁଷ୍ଠିତ ହାଇପ୍ରୋଫାଇଲ୍‍ ଫାଇନାଲ୍ସରେ ଏହି ତାରକା ଭାରତୀୟ ଆଥ୍‍ଲେଟ୍‍ ୮୮.୪୪ ମିଟର୍‍ ଜାଭେଲିନ୍‍ ଫିଙ୍ଗି ଶୀର୍ଷ ସ୍ଥାନ ହାସଲ କରିଥିଲେ।

ସେ ତାଙ୍କ ଦ୍ୱିତୀୟ ପ୍ରୟାସରେ ଏହି ଦୂରତା ହାସଲ କରିଥିଲେ। ନୀରଜଙ୍କ ପ୍ରଥମ ପ୍ରାୟସ ଫାଉଲ୍‍ ଯାଇଥିଲା। ଏହାପରେ ସେ ପର୍ଯ୍ୟାୟକ୍ରମେ ୮୮.୪୪, ୮୮.୦, ୮୬.୧୧, ୮୭.୦ ମିଟଟର ଜାଭେଲିନ ଫିଙ୍ଗିଥିଲେ। ଏଥିମଧ୍ୟରୁ ଦ୍ୱିତୀୟ ପ୍ରୟାସରେ ହାସଲ କରିଥିବା ୮୮.୪୪ ମିଟର ଉପରକୁ ଅନ୍ୟକୌଣସି ପ୍ରତିଯୋଗୀ ଟପିପାରି ନ ଥିଲେ। ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚେକ୍‍ ରିପବ୍ଲିକର ଜାକୁବ ଭାଡଲେଜଚ ୮୬.୯୪ ମିଟର ସହ ଦ୍ୱିତୀୟ ଓ ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ସହ ୩ୟ ସ୍ଥାନରେ ରହିଥିଲେ। ୨୪ ବର୍ଷୀୟ ଭାରତୀୟ ସେନାର ଏହି ଅଧିକାରୀ ବର୍ତ୍ତମାନ ବିଶ୍ୱର ପ୍ରମୁଖ ପ୍ରତିଯୋଗିତା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ, ବିଶ୍ୱ ଚାମ୍ପିଅନ୍‍ସିପ୍‍ରେ ରୌପ୍ୟ, ଗତ ମାସରେ ଡାଇମଣ୍ଡ ଲିଗ୍‍ରେ ଟାଇଟଲ୍‍ ଜିତିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର