ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍, ୪-୧ ରେ ଜିତିଲା ଭାରତ
ଧର୍ମଶାଲା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇଂନିସ ଓ ୬୪ ରନରେ ହରାଇଛି ଭାରତ। ଏଥିସହ ୪ -୧ ରେ ସିରିଜ ଜିତିଲା ଭାରତ। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା । କିନ୍ତୁ ଏହା ପରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାକି ୪ଟି ମ୍ୟାଚ୍ ଜିତିଥିଲେ। A victory by an innings and 64 runs […]
ଧର୍ମଶାଲା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇଂନିସ ଓ ୬୪ ରନରେ ହରାଇଛି ଭାରତ। ଏଥିସହ ୪ -୧ ରେ ସିରିଜ ଜିତିଲା ଭାରତ। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା । କିନ୍ତୁ ଏହା ପରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାକି ୪ଟି ମ୍ୟାଚ୍ ଜିତିଥିଲେ।
A victory by an innings and 64 runs 👏👏
ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !What a way to end the Test series 🙌
Scorecard ▶️ https://t.co/OwZ4YNua1o#TeamIndia | #INDvENG | @IDFCFIRSTBank pic.twitter.com/uytfQ6ISpQ
— BCCI (@BCCI) March 9, 2024
ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତର ପ୍ରଥମ ଇନିଂସ ୪୭୭ ରନରେ ଶେଷ ହୋଇଥିଲା । ଫଳରେ ଭାରତ ୨୫୯ ରନର ଅଗ୍ରଣୀ ରହିଥିଲା। ଏହା ପରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳ ସମସ୍ତ ୱିକେଟ ହରାଇ ୧୯୫ ରନ କରିଥିଲା । ଫଳରେ ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ଏକ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଧର୍ମଶାଲାରେ ଖେଳାଯାଇଥିବା ଏହି ମ୍ୟାଚ୍ ମାତ୍ର ତିନି ଦିନ ମଧ୍ୟରେ ଶେଷ ହୋଇଥିଲା ।
ରବିଚନ୍ଦ୍ରନ୍ ଅଶ୍ୱିନ ପ୍ରଥମ ଇନିଂସରେ ୪ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିଲେ। ସେହିପରି କୁଲଦୀପ ଯାଦବ ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେଇଥିଲେ।
ଭାରତ ପ୍ରଥମ ଇଂନିସରେ ରୋହିତ ୧୦୩, ଶୁବମାନ ଗିଲ୍ଙ୍କ ୧୧୦ରନ୍ ସାଙ୍ଗକୁ ପଦାର୍ପଣକାରୀ ଦେବଦତ୍ତ ପାଡିକଲଙ୍କ ୬୫ ଓ ସର୍ଫରାଜ ଖାନ୍ ୫୬ ରନ୍ କରିଥିଲେ।
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍, ୪-୧ ରେ ଜିତିଲା ଭାରତ
ଧର୍ମଶାଲା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇଂନିସ ଓ ୬୪ ରନରେ ହରାଇଛି ଭାରତ। ଏଥିସହ ୪ -୧ ରେ ସିରିଜ ଜିତିଲା ଭାରତ। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା । କିନ୍ତୁ ଏହା ପରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାକି ୪ଟି ମ୍ୟାଚ୍ ଜିତିଥିଲେ।
A victory by an innings and 64 runs 👏👏
What a way to end the Test series 🙌