ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ….
ଶନି ଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ। ଶନି ଦେବ ମଣିଷଙ୍କୁ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ତେବେ ଶନିଙ୍କ ଅଶୁଭ ପ୍ରଭାବ ଜୀବନରେ ସଂଘର୍ଷ ଓ ସମସ୍ୟା ବୃଦ୍ଧି କରିଥାଏ। ଏଣୁ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କ’ଣ ସବୁ ଉପାୟ କରିବେ, ସେ ସମ୍ପର୍କରେ ଜାଣିବା। -ଶନିଙ୍କ କୃପା ପ୍ରାପ୍ତ କରିବା ପାଇଁ ଶନିଙ୍କ ମନ୍ତ୍ର ଜପ କରିବା ଦରକାର। -ନିୟମିତ ଶନିଙ୍କ ମନ୍ତ୍ର ଜପ କରିବା ଦ୍ବାରା ଶନିଙ୍କ କୋପ ଶାନ୍ତ […]
ଶନି ଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ। ଶନି ଦେବ ମଣିଷଙ୍କୁ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ତେବେ ଶନିଙ୍କ ଅଶୁଭ ପ୍ରଭାବ ଜୀବନରେ ସଂଘର୍ଷ ଓ ସମସ୍ୟା ବୃଦ୍ଧି କରିଥାଏ। ଏଣୁ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କ’ଣ ସବୁ ଉପାୟ କରିବେ, ସେ ସମ୍ପର୍କରେ ଜାଣିବା।
-ଶନିଙ୍କ କୃପା ପ୍ରାପ୍ତ କରିବା ପାଇଁ ଶନିଙ୍କ ମନ୍ତ୍ର ଜପ କରିବା ଦରକାର।
-ନିୟମିତ ଶନିଙ୍କ ମନ୍ତ୍ର ଜପ କରିବା ଦ୍ବାରା ଶନିଙ୍କ କୋପ ଶାନ୍ତ ହୁଏ।
-ଶନିଙ୍କ ପୂଜାରେ କଳା ରାଶି, କଳା ବସ୍ତ୍ର ଏବଂ ନୀଳ ପୁଷ୍ପ ଅର୍ପଣ କରନ୍ତୁ।
-ଶନି ମନ୍ଦିରରେ ଦୀପ ଜାଳନ୍ତୁ।
-ଗରିବଙ୍କୁ ଦାନ ଦେବା ଦ୍ବାରା ଶନିଙ୍କ ଶୁଭ ଫଳ ପ୍ରାପ୍ତ ହୁଏ।






