ଜାଣନ୍ତୁ କେଉଁ ରଙ୍ଗର ବୋତଲ ବ୍ୟବହାର କଲେ ଜୀବନରେ ସଞ୍ଚାର ହୁଏ ସକାରାତ୍ମକ ଶକ୍ତି..

The Sakala Picture
Published On

ବଜାରରେ ରଙ୍ଗବେରଙ୍ଗର ବିଭିନ୍ନ ଆକାରର ବୋତଲ ସବୁ ମିଳୁଛି। ଯାହାକୁ ଲୋକେ ନିଜ ପସନ୍ଦ ଅନୁସାରେ କିଣିଥାନ୍ତି। ତେବେ ବୋତଲର ରଙ୍ଗ ମଧ୍ୟ ସ୍ବାସ୍ଥ୍ୟ ଓ ବାସ୍ତୁ ତତ୍ତ୍ବ ଉପରେ ସମ୍ବନ୍ଧ ରଖେ। ତେଣୁ ସଠିକ୍‌ ରଙ୍ଗର ବୋତଲ ବ୍ୟବହାର କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ସଞ୍ଚାର ହୁଏ। -ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରଙ୍ଗର ଅଲଗା ମହତ୍ତ୍ବ ରହିଛି। କିଛି ରଙ୍ଗ ସକାରାତ୍ମକ ଶକ୍ତି ସଞ୍ଚାର କରୁଥିବା ବେଳେ ଆଉ କିଛି ରଙ୍ଗ ନକାରାତ୍ମକ ଶକ୍ତିକୁ […]

ବଜାରରେ ରଙ୍ଗବେରଙ୍ଗର ବିଭିନ୍ନ ଆକାରର ବୋତଲ ସବୁ ମିଳୁଛି। ଯାହାକୁ ଲୋକେ ନିଜ ପସନ୍ଦ ଅନୁସାରେ କିଣିଥାନ୍ତି। ତେବେ ବୋତଲର ରଙ୍ଗ ମଧ୍ୟ ସ୍ବାସ୍ଥ୍ୟ ଓ ବାସ୍ତୁ ତତ୍ତ୍ବ ଉପରେ ସମ୍ବନ୍ଧ ରଖେ। ତେଣୁ ସଠିକ୍‌ ରଙ୍ଗର ବୋତଲ ବ୍ୟବହାର କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ସଞ୍ଚାର ହୁଏ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ନାସାର 'ଭୟେଜର-୧': ପୃଥିବୀ ଠାରୁ ଏକ ଆଲୋକ-ଦିବସ ଦୂରତାରେ ପହଞ୍ଚିଲା ମହାକାଶଯାନ

-ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରଙ୍ଗର ଅଲଗା ମହତ୍ତ୍ବ ରହିଛି। କିଛି ରଙ୍ଗ ସକାରାତ୍ମକ ଶକ୍ତି ସଞ୍ଚାର କରୁଥିବା ବେଳେ ଆଉ କିଛି ରଙ୍ଗ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ। ଯାହାକି ଜୀବନ ଉପରେ ଭଲ ପ୍ରଭାବ ପକାଏ ନାହିଁ। ଏ ଦୃଷ୍ଟିରୁ ଜୀବନରେ ରଙ୍ଗର ମହତ୍ତ୍ବ ବି ଖୁବ୍‌ ବେଶି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ୪ ସପ୍ତାହରେ ୩ଟି ବାତ୍ୟା: କାହିଁକି ବଢୁଛି ସାମୁଦ୍ରିକ ଝଡ଼ର ଘନତା?

-ବିଶେଷକରି କଳା ଓ ଧୂସର ରଙ୍ଗ ବୋତଲ କିଣିବାଠାରୁ ଦୂରେଇ ରହିବା ଉଚିତ। ଏହି ରଙ୍ଗ ଘରେ ଅଶାନ୍ତି ଏବଂ ଚିନ୍ତା ବୃଦ୍ଧି କରେ। ଜୀବନରେ ନକାରାତ୍ମକ ଶକ୍ତି ସଞ୍ଚାର ହୁଏ।

-ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ, ଜଳକୁ ଜୀବନର ଆଧାର ବୋଲି ଗ୍ରହଣ କରାଯାଏ। ଏହାର ସମ୍ବନ୍ଧ ସକାରାତ୍ମକ ଶକ୍ତିରୁ ହୋଇଥାଏ।

-ନୀଳ, ଧଳା ସବୁଜ ରଙ୍ଗର ବୋତଲ ଶୁଭ ବୋଲି ବିବେଚନା କରାଯାଏ। ନୀଳ ବୋତଲ ଥଣ୍ଡା ଏବଂ ଶାନ୍ତି ପ୍ରଦାନ କରିଥାଏ। ସବୁଜ ରଙ୍ଗ ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ଧଳା ଶୁଦ୍ଧତା ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp