ପୃଥିବୀ କକ୍ଷପଥ ଛାଡି ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଆଦିତ୍ୟ L1

The Sakala Picture
Published On

ନୂଆଦିଲ୍ଲୀ: ପୃଥିବୀ କକ୍ଷପଥ ଛାଡିଲା ଆଦିତ୍ୟ L1 । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ଯ୍ୟଯାନ ଆଦିତ୍ୟ L1 । ଗତକାଲି ରାତି ୨ ଟା ସମୟରେ ସଫଳତାର ସହ ପୃଥିବୀର ପଞ୍ଚମ କକ୍ଷପଥ ପରିବର୍ତ୍ତନ କରି ଆଦିତ୍ୟ L-1 ଲାଗରେଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି । ପୃଥିବୀ ଓ ସୂର୍ଯ୍ୟ ମଝିରେ ରହିଛି ଏହି ଲାଗ୍ରାଞ୍ଜ ପଏଣ୍ଟ […]

ନୂଆଦିଲ୍ଲୀ: ପୃଥିବୀ କକ୍ଷପଥ ଛାଡିଲା ଆଦିତ୍ୟ L1 । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ଯ୍ୟଯାନ ଆଦିତ୍ୟ L1 । ଗତକାଲି ରାତି ୨ ଟା ସମୟରେ ସଫଳତାର ସହ ପୃଥିବୀର ପଞ୍ଚମ କକ୍ଷପଥ ପରିବର୍ତ୍ତନ କରି ଆଦିତ୍ୟ L-1 ଲାଗରେଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ପୃଥିବୀ ଓ ସୂର୍ଯ୍ୟ ମଝିରେ ରହିଛି ଏହି ଲାଗ୍ରାଞ୍ଜ ପଏଣ୍ଟ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ବାହାରି ଯାଇଛି ଆଦିତ୍ୟ L1। ଲାଗ୍ରାଞ୍ଜିଆନ୍ ପଏଣ୍ଟ ଚାରିପଟରେ ଏକ ହାଲୋ କକ୍ଷପଥରେ ମହିକାଶଯାନକୁ ଅବସ୍ଥାପିତ କରାଯିବ । ଆଦିତ୍ୟ L1 ମହାକାଶଯାନ ସୂର୍ଯ୍ୟ ଉପରେ ଅଧିକ ଅଧ୍ୟୟନ କରିବ । ଏଥିରେ ରହିଛି ୭ଟି ଭିନ୍ନ ଭିନ୍ନ ପେଲୋଡ୍ । ୪ଟି ସୂର୍ଯ୍ୟଙ୍କ ଆଲୋକକୁ ଦେଖିବ ଓ ୩ଟି ପେଲୋଡ୍ ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ପରିମାପ କରିବ ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

19 Sep 2023 By The Sakala

ପୃଥିବୀ କକ୍ଷପଥ ଛାଡି ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଆଦିତ୍ୟ L1

ନୂଆଦିଲ୍ଲୀ: ପୃଥିବୀ କକ୍ଷପଥ ଛାଡିଲା ଆଦିତ୍ୟ L1 । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ଯ୍ୟଯାନ ଆଦିତ୍ୟ L1 । ଗତକାଲି ରାତି ୨ ଟା ସମୟରେ ସଫଳତାର ସହ ପୃଥିବୀର ପଞ୍ଚମ କକ୍ଷପଥ ପରିବର୍ତ୍ତନ କରି ଆଦିତ୍ୟ L-1 ଲାଗରେଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି ।

ପୃଥିବୀ ଓ ସୂର୍ଯ୍ୟ ମଝିରେ ରହିଛି ଏହି ଲାଗ୍ରାଞ୍ଜ ପଏଣ୍ଟ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ବାହାରି ଯାଇଛି ଆଦିତ୍ୟ L1। ଲାଗ୍ରାଞ୍ଜିଆନ୍ ପଏଣ୍ଟ ଚାରିପଟରେ ଏକ ହାଲୋ କକ୍ଷପଥରେ ମହିକାଶଯାନକୁ ଅବସ୍ଥାପିତ କରାଯିବ । ଆଦିତ୍ୟ L1 ମହାକାଶଯାନ ସୂର୍ଯ୍ୟ ଉପରେ ଅଧିକ ଅଧ୍ୟୟନ କରିବ । ଏଥିରେ ରହିଛି ୭ଟି ଭିନ୍ନ ଭିନ୍ନ ପେଲୋଡ୍ । ୪ଟି ସୂର୍ଯ୍ୟଙ୍କ ଆଲୋକକୁ ଦେଖିବ ଓ ୩ଟି ପେଲୋଡ୍ ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ପରିମାପ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର