ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ବଢୁଛି ବିବାଦ; ପାକିସ୍ତାନ ନ ପଠାଇଲେ ୨୬/୧୧ ଭଳି ଆକ୍ରମଣ ଧମକ !

The Sakala Picture
Published On

ମୁମ୍ବାଇ: ସବୁ ସରହଦ ଡେଇଁ ପ୍ରେମ ନିଶାରେ ଭାରତରେ ପହଞ୍ଚିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ମହଲରେ ବିବାଦ ତେଜିଛି। ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଜେନ୍ସି ମଧ୍ୟରେ ସୀମା ଏବେ ସବୁଠୁ ଚର୍ଚ୍ଚିତ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସୀମା ଦେଇଥିବା ବୟାନକୁ ନେଇ ସାଧାରଣ ଲୋକ ତାଙ୍କ ପ୍ରତି ସହୃଦୟତା ପ୍ରକାଶ କରୁଥିବା ବେଳେ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତ ଆସି […]

ମୁମ୍ବାଇ: ସବୁ ସରହଦ ଡେଇଁ ପ୍ରେମ ନିଶାରେ ଭାରତରେ ପହଞ୍ଚିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ମହଲରେ ବିବାଦ ତେଜିଛି। ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଜେନ୍ସି ମଧ୍ୟରେ ସୀମା ଏବେ ସବୁଠୁ ଚର୍ଚ୍ଚିତ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସୀମା ଦେଇଥିବା ବୟାନକୁ ନେଇ ସାଧାରଣ ଲୋକ ତାଙ୍କ ପ୍ରତି ସହୃଦୟତା ପ୍ରକାଶ କରୁଥିବା ବେଳେ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତ ଆସି ଗ୍ରେଟର ନୋଏଡାର ଯୁବକ ସଚିନଙ୍କୁ ବିବାହ କରିଛନ୍ତି ବୋଲି ସୁରକ୍ଷା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏଥିନେଇ ସୀମାଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପଚରା ଉଚରା କରାଯିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ଏହାମଧ୍ୟରେ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ପାକିସ୍ତାନର ବହୁ ଜିହାଦୀ ସଂଗଠନ ଦାବି କରିଛନ୍ତି। ନଚେତ ଭାରତରେ ୨୬/୧୧ ଭଳି ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ଏହିକ୍ରମରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଫୋନ ଆସିଛି। ସୀମାଙ୍କୁ ପାକିସ୍ତାନ ନ ପଠାଇଲେ ଭାରତର ସତ୍ୟାନାସ ହେବ ବୋଲି ଫୋନରେ ଜଣେ ବ୍ୟକ୍ତି ଧମକ ଦେଇ କହିଛି। ଭାରତ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ପ୍ରସ୍ତୁତ ରହିବ ଏବଂ ଏଥିଲାଗି ଉତ୍ତରପ୍ରଦେଶ ସରକାର ଦାୟୀ ରହିବେ ବୋଲି ବ୍ୟକ୍ତି ଜଣକ କହିଛି। ଏହି ଘଟଣାର ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

14 Jul 2023 By The Sakala

ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ବଢୁଛି ବିବାଦ; ପାକିସ୍ତାନ ନ ପଠାଇଲେ ୨୬/୧୧ ଭଳି ଆକ୍ରମଣ ଧମକ !

ମୁମ୍ବାଇ: ସବୁ ସରହଦ ଡେଇଁ ପ୍ରେମ ନିଶାରେ ଭାରତରେ ପହଞ୍ଚିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ମହଲରେ ବିବାଦ ତେଜିଛି। ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଜେନ୍ସି ମଧ୍ୟରେ ସୀମା ଏବେ ସବୁଠୁ ଚର୍ଚ୍ଚିତ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସୀମା ଦେଇଥିବା ବୟାନକୁ ନେଇ ସାଧାରଣ ଲୋକ ତାଙ୍କ ପ୍ରତି ସହୃଦୟତା ପ୍ରକାଶ କରୁଥିବା ବେଳେ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତ ଆସି ଗ୍ରେଟର ନୋଏଡାର ଯୁବକ ସଚିନଙ୍କୁ ବିବାହ କରିଛନ୍ତି ବୋଲି ସୁରକ୍ଷା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏଥିନେଇ ସୀମାଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପଚରା ଉଚରା କରାଯିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।

ଏହାମଧ୍ୟରେ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ପାକିସ୍ତାନର ବହୁ ଜିହାଦୀ ସଂଗଠନ ଦାବି କରିଛନ୍ତି। ନଚେତ ଭାରତରେ ୨୬/୧୧ ଭଳି ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ଏହିକ୍ରମରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଫୋନ ଆସିଛି। ସୀମାଙ୍କୁ ପାକିସ୍ତାନ ନ ପଠାଇଲେ ଭାରତର ସତ୍ୟାନାସ ହେବ ବୋଲି ଫୋନରେ ଜଣେ ବ୍ୟକ୍ତି ଧମକ ଦେଇ କହିଛି। ଭାରତ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ପ୍ରସ୍ତୁତ ରହିବ ଏବଂ ଏଥିଲାଗି ଉତ୍ତରପ୍ରଦେଶ ସରକାର ଦାୟୀ ରହିବେ ବୋଲି ବ୍ୟକ୍ତି ଜଣକ କହିଛି। ଏହି ଘଟଣାର ଯାଞ୍ଚ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର