ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ, ଭୋଜି ହଣ୍ଡାରେ ବସି ଭାସି ଭାସି ମଣ୍ଡପକୁ ଗଲେ ବର-କନ୍ୟା

The Sakala Picture
Published On

ଥିରୁବନନ୍ତପୁରମ୍: ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ ଭୋଜି ହଣ୍ଡାରେ ବସି ମଣ୍ଡପକୁ ଗଲେ ବର-କନ୍ୟା। ଏପରି ନିଆରା ଢଙ୍ଗରେ ମଣ୍ଡପରେ ପହଞ୍ଚି ବୈଦିକ ରୀତିନୀତି ଅନୁଯାୟୀ ବିବାହ କଲେ ଉଭୟ ବର- କନ୍ୟା। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।  ଆଜିର ଯୁଗରେ ବିବାହକୁ ସମସ୍ତେ ବେଶ ଧୁମ୍‌ଧାମରେ କରିବାକୁ ଚାହାନ୍ତି। ବାଜା,ବାଣ ସହ ସୁସଜ୍ଜିତ ଗାଡିରେ ବସି ରାଜକୀୟ ଠାଣିରେ ବିବାହ ମଣ୍ଡପରେ ପହଞ୍ଚିବା ସମସ୍ତଙ୍କର ଇଚ୍ଛା। କିନ୍ତୁ କେରଳର ଅମ୍ବାଲାପୂଜାର ଜିଲ୍ଲାର କୁଟାନାଡ ଅଞ୍ଚଳରେ […]

ଥିରୁବନନ୍ତପୁରମ୍: ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ ଭୋଜି ହଣ୍ଡାରେ ବସି ମଣ୍ଡପକୁ ଗଲେ ବର-କନ୍ୟା। ଏପରି ନିଆରା ଢଙ୍ଗରେ ମଣ୍ଡପରେ ପହଞ୍ଚି ବୈଦିକ ରୀତିନୀତି ଅନୁଯାୟୀ ବିବାହ କଲେ ଉଭୟ ବର- କନ୍ୟା। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।  ଆଜିର ଯୁଗରେ ବିବାହକୁ ସମସ୍ତେ ବେଶ ଧୁମ୍‌ଧାମରେ କରିବାକୁ ଚାହାନ୍ତି। ବାଜା,ବାଣ ସହ ସୁସଜ୍ଜିତ ଗାଡିରେ ବସି ରାଜକୀୟ ଠାଣିରେ ବିବାହ ମଣ୍ଡପରେ ପହଞ୍ଚିବା ସମସ୍ତଙ୍କର ଇଚ୍ଛା। କିନ୍ତୁ କେରଳର ଅମ୍ବାଲାପୂଜାର ଜିଲ୍ଲାର କୁଟାନାଡ ଅଞ୍ଚଳରେ ଏପରି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

ଆହୁରି ପଢ଼ନ୍ତୁ: ବିଜନୌରରେ ବଡ଼ ଷଡ଼ଯନ୍ତ୍ର ପଣ୍ଡ: 'ଟେଲିଗ୍ରାମ୍ ଟାସ୍କ' ପାଇ ମନ୍ଦିର ନିକଟରେ ଗାଡ଼ି ଜାଳିଥିବା ଯୁବକ ଗିରଫ

ଗତ ଦୁଇ ଦିନ ମଧ୍ୟରେ କେରଳରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳିସ୍ଥିତିରେ ତକାଜିର ଐଶ୍ବର୍ୟ୍ୟା ଓ ଅମ୍ବାଲାପୂଜାର ଆକାଶ ନିଜ ବିବାହ ମଣ୍ଡପରେ ପର୍ଯ୍ୟନ୍ତ ଯିବାକୁ ଆଉ କିଛି ବାଟ ନଥିଲା। ପାଣି ଏତେ ଯେ ନା ସେଥିରେ କୌଣସି ଗାଡି ଯାଇ ପାରିବ। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଥିଲା। ଯିବା ଆସିବା କରିବାରେ ବହୁ ଅସୁବିଧା ଉପୁଜିଥିଲା। ଏଭଳି ସ୍ଥିତିରେ ବର-କନ୍ୟା ଦ୍ୱୟ ମଣ୍ଡପରେ ପହଞ୍ଚିବା ମୁସକିଲ୍‌ ହୋଇପଡିଥିଲା। ସେପଟେ ଶୁଭ ମୁହୁର୍ତ୍ତ ମଧ୍ୟ ଗଡି ଯାଉଥିଲେ। ତେଣୁ ଏକ ବଡ ରୋଷେଇ ହଣ୍ଡା ଭିତରେ ବସି ମଣ୍ଡପକୁ ଯାଇଥିଲେ ବର-କନ୍ୟା।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

ସୂଚନା ମୁତାବକ ଐଶ୍ବର୍ୟ୍ୟା ଓ ଆକାଶ ଦୁଇ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ଚେଙ୍ଗନୁରର ଏକ ହସ୍ପିଟାଲରେ ଦୁହେଁ ଏକାଠି କାମ କରନ୍ତି। ସେମାନଙ୍କ ବିବାହ ସ୍ଥଳ, ଜିଲ୍ଲାର ଥାଲାଭାଡିରେ ଥିବା ପାନାୟାନାର୍କାଭ ମନ୍ଦିରରେ ଥିବା ମଣ୍ଡପରେ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ କେରଳରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ସବୁକିଛି ବିଗିହି ଯାଇଥିଲା। ସେପଟେ ଳଗ୍ନ ସ୍ତିର ହୋଇଥିବା କାରଣରୁ ଉଭୟ ବର ଓ କନ୍ୟା ମନ୍ଦିରେ ଠିକ୍ ମହୁରତରେ ପହଞ୍ଚିବା ପାଇଁ ବଡ଼ ହଣ୍ଡାରେ ସାହାଯ୍ୟ  ନିଆଯାଇଥିଲା । ବର ଓ କନ୍ୟାକୁ ଘର ଲୋକ ଏହି ରୋଷେଇ ହଣ୍ଡାରେ ବସାଇ ମନ୍ଦିର ପର୍ଯ୍ୟନ୍ତ ନେଇଯାଇଥିଲେ । ବର୍ଷା ପାଇଁ ଏହି ଯୋଡ଼ିଙ୍କ ବିବାହ ଉତ୍ସବ ଏକ ନିଆରା ଢ଼ଙ୍ଗରେ ହୋଇଛି ।

18 Oct 2021 By The Sakala

ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ, ଭୋଜି ହଣ୍ଡାରେ ବସି ଭାସି ଭାସି ମଣ୍ଡପକୁ ଗଲେ ବର-କନ୍ୟା

ଥିରୁବନନ୍ତପୁରମ୍: ପାଲିଙ୍କି କି ସୁସଜ୍ଜିତ ଗାଡି ନୁହେଁ ଭୋଜି ହଣ୍ଡାରେ ବସି ମଣ୍ଡପକୁ ଗଲେ ବର-କନ୍ୟା। ଏପରି ନିଆରା ଢଙ୍ଗରେ ମଣ୍ଡପରେ ପହଞ୍ଚି ବୈଦିକ ରୀତିନୀତି ଅନୁଯାୟୀ ବିବାହ କଲେ ଉଭୟ ବର- କନ୍ୟା। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।  ଆଜିର ଯୁଗରେ ବିବାହକୁ ସମସ୍ତେ ବେଶ ଧୁମ୍‌ଧାମରେ କରିବାକୁ ଚାହାନ୍ତି। ବାଜା,ବାଣ ସହ ସୁସଜ୍ଜିତ ଗାଡିରେ ବସି ରାଜକୀୟ ଠାଣିରେ ବିବାହ ମଣ୍ଡପରେ ପହଞ୍ଚିବା ସମସ୍ତଙ୍କର ଇଚ୍ଛା। କିନ୍ତୁ କେରଳର ଅମ୍ବାଲାପୂଜାର ଜିଲ୍ଲାର କୁଟାନାଡ ଅଞ୍ଚଳରେ ଏପରି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ ଦୁଇ ଦିନ ମଧ୍ୟରେ କେରଳରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳିସ୍ଥିତିରେ ତକାଜିର ଐଶ୍ବର୍ୟ୍ୟା ଓ ଅମ୍ବାଲାପୂଜାର ଆକାଶ ନିଜ ବିବାହ ମଣ୍ଡପରେ ପର୍ଯ୍ୟନ୍ତ ଯିବାକୁ ଆଉ କିଛି ବାଟ ନଥିଲା। ପାଣି ଏତେ ଯେ ନା ସେଥିରେ କୌଣସି ଗାଡି ଯାଇ ପାରିବ। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଥିଲା। ଯିବା ଆସିବା କରିବାରେ ବହୁ ଅସୁବିଧା ଉପୁଜିଥିଲା। ଏଭଳି ସ୍ଥିତିରେ ବର-କନ୍ୟା ଦ୍ୱୟ ମଣ୍ଡପରେ ପହଞ୍ଚିବା ମୁସକିଲ୍‌ ହୋଇପଡିଥିଲା। ସେପଟେ ଶୁଭ ମୁହୁର୍ତ୍ତ ମଧ୍ୟ ଗଡି ଯାଉଥିଲେ। ତେଣୁ ଏକ ବଡ ରୋଷେଇ ହଣ୍ଡା ଭିତରେ ବସି ମଣ୍ଡପକୁ ଯାଇଥିଲେ ବର-କନ୍ୟା।

ସୂଚନା ମୁତାବକ ଐଶ୍ବର୍ୟ୍ୟା ଓ ଆକାଶ ଦୁଇ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ଚେଙ୍ଗନୁରର ଏକ ହସ୍ପିଟାଲରେ ଦୁହେଁ ଏକାଠି କାମ କରନ୍ତି। ସେମାନଙ୍କ ବିବାହ ସ୍ଥଳ, ଜିଲ୍ଲାର ଥାଲାଭାଡିରେ ଥିବା ପାନାୟାନାର୍କାଭ ମନ୍ଦିରରେ ଥିବା ମଣ୍ଡପରେ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ କେରଳରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ସବୁକିଛି ବିଗିହି ଯାଇଥିଲା। ସେପଟେ ଳଗ୍ନ ସ୍ତିର ହୋଇଥିବା କାରଣରୁ ଉଭୟ ବର ଓ କନ୍ୟା ମନ୍ଦିରେ ଠିକ୍ ମହୁରତରେ ପହଞ୍ଚିବା ପାଇଁ ବଡ଼ ହଣ୍ଡାରେ ସାହାଯ୍ୟ  ନିଆଯାଇଥିଲା । ବର ଓ କନ୍ୟାକୁ ଘର ଲୋକ ଏହି ରୋଷେଇ ହଣ୍ଡାରେ ବସାଇ ମନ୍ଦିର ପର୍ଯ୍ୟନ୍ତ ନେଇଯାଇଥିଲେ । ବର୍ଷା ପାଇଁ ଏହି ଯୋଡ଼ିଙ୍କ ବିବାହ ଉତ୍ସବ ଏକ ନିଆରା ଢ଼ଙ୍ଗରେ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର