ହମାସ୍‌ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼

The Sakala Picture
Published On

ଗାଜା: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଞ୍ଚିଲାଣି । ଏହାମଧ୍ୟରେ ଖବର ଆସୁଛି ଯେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ଘର ଉପରକୁ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ୍ ସେନା। ଅଲ-ଆକସା ରେଡିଓର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଡ୍ରୋନ ଦ୍ୱାରା ଗାଜା ସ୍ଥିତ ଇସମାଇଲ ହାନିଆର ଘର ଉପରକୁ କ୍ଷେପଣାସ୍ତ୍ର ପକାଇଛି। ତେବେ ଏହି ଆକ୍ରମଣ ସମୟରେ ଇସମାଇଲ ଘରେ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ କେହିଥିଲେ କି ନା […]

ଗାଜା: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଞ୍ଚିଲାଣି । ଏହାମଧ୍ୟରେ ଖବର ଆସୁଛି ଯେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ଘର ଉପରକୁ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ୍ ସେନା। ଅଲ-ଆକସା ରେଡିଓର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଡ୍ରୋନ ଦ୍ୱାରା ଗାଜା ସ୍ଥିତ ଇସମାଇଲ ହାନିଆର ଘର ଉପରକୁ କ୍ଷେପଣାସ୍ତ୍ର ପକାଇଛି। ତେବେ ଏହି ଆକ୍ରମଣ ସମୟରେ ଇସମାଇଲ ଘରେ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ କେହିଥିଲେ କି ନା ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅନିୟମିତତା ମାମଲା: ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଅଫିସରେ ସିଆଇଡି (CID)ର ଚଢ଼ାଉ, ଛାତ୍ର ଆନ୍ଦୋଳନ ଜୋରଦାର

ସୂଚନାନୁସାରେ, ଗାଜା ସହରକୁ ସବୁ ଦିଗରୁ ଘେରି ରହିଛି ଇସ୍ରାଏଲ। ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି ଇସ୍ରାଏଲ୍ ସେନାବାହିନୀ ଗାଜାକୁ ସବୁଆଡୁ ଘେରାବନ୍ଦୀ କରିଛି। । ଏପଟେ ଇସ୍ରାଏଲ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ହମାସ୍ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଇସ୍ରାଏଲର ୨୪ ସୈନିକଙ୍କ ଜୀବନ ଯାଇଛି । କେବଳ ଗାଜାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଇସ୍ରାଏଲରେ ୧୪୦୦ ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ସୈନିକମାନେ ଅସ୍ତ୍ରଶସ୍ତ୍ର ଏବଂ ଏୟାରକ୍ରାଫ୍ଟ ଜରିଆରେ ହମାସ ଉପରେ ଆକ୍ରମଣ କରୁଛନ୍ତି। ସେନାଙ୍କ ଟାର୍ଗେଟରେ ରହିଛି ହମାସ୍ କମାଣ୍ଡ୍ ସେଣ୍ଟର, ଦୁଇଟି ଲଞ୍ଚିଂ ପୋଜିସନ୍, ତିନୋଟି ସୁଡଙ୍ଗ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍ ଲଞ୍ଚିଂ ସେଣ୍ଟର।

ଆହୁରି ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତି ଉପରେ ପାକିସ୍ତାନର ବଢ଼ିଲା ଟେନସନ୍: 'ପାଣିକୁ ଅସ୍ତ୍ର କରୁଛି ଭାରତ' କହିଲେ ମନ୍ତ୍ରୀ ଅହସାନ ଇକବାଲ

04 Nov 2023 By The Sakala

ହମାସ୍‌ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼

ଗାଜା: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଞ୍ଚିଲାଣି । ଏହାମଧ୍ୟରେ ଖବର ଆସୁଛି ଯେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ଘର ଉପରକୁ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ୍ ସେନା। ଅଲ-ଆକସା ରେଡିଓର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଡ୍ରୋନ ଦ୍ୱାରା ଗାଜା ସ୍ଥିତ ଇସମାଇଲ ହାନିଆର ଘର ଉପରକୁ କ୍ଷେପଣାସ୍ତ୍ର ପକାଇଛି। ତେବେ ଏହି ଆକ୍ରମଣ ସମୟରେ ଇସମାଇଲ ଘରେ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ କେହିଥିଲେ କି ନା ଜଣାପଡିନାହିଁ।

ସୂଚନାନୁସାରେ, ଗାଜା ସହରକୁ ସବୁ ଦିଗରୁ ଘେରି ରହିଛି ଇସ୍ରାଏଲ। ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି ଇସ୍ରାଏଲ୍ ସେନାବାହିନୀ ଗାଜାକୁ ସବୁଆଡୁ ଘେରାବନ୍ଦୀ କରିଛି। । ଏପଟେ ଇସ୍ରାଏଲ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ହମାସ୍ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଇସ୍ରାଏଲର ୨୪ ସୈନିକଙ୍କ ଜୀବନ ଯାଇଛି । କେବଳ ଗାଜାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଇସ୍ରାଏଲରେ ୧୪୦୦ ଜଣଙ୍କ ମୃତ୍ୟୁ ଘଟିଛି।

ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ସୈନିକମାନେ ଅସ୍ତ୍ରଶସ୍ତ୍ର ଏବଂ ଏୟାରକ୍ରାଫ୍ଟ ଜରିଆରେ ହମାସ ଉପରେ ଆକ୍ରମଣ କରୁଛନ୍ତି। ସେନାଙ୍କ ଟାର୍ଗେଟରେ ରହିଛି ହମାସ୍ କମାଣ୍ଡ୍ ସେଣ୍ଟର, ଦୁଇଟି ଲଞ୍ଚିଂ ପୋଜିସନ୍, ତିନୋଟି ସୁଡଙ୍ଗ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍ ଲଞ୍ଚିଂ ସେଣ୍ଟର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର