୩ଟି ପାକିସ୍ତାନୀ ଫାଇଟର ଜେଟ୍‌କୁ ଖସାଇଦେଲା ଭାରତ, ଆତଙ୍କିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ…

The Sakala Picture
Published On

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରୁ ପାକିସ୍ତାନ ଭାରତର ଅନେକ ସ୍ଥାନରେ ବଡ଼ ଆକ୍ରମଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛି।  ସୂଚନା ଅନୁଯାୟୀ, ଜମ୍ମୁର ବିମାନବନ୍ଦର ଏବଂ ରେଳ ଷ୍ଟେସନ ବ୍ୟତୀତ, ପାକିସ୍ତାନ ରାଜସ୍ଥାନର ପଠାଣକୋଟ ଏବଂ ଜୈସଲମେରରେ ମଧ୍ୟ ଏହାର ଘୃଣ୍ୟ କାର୍ଯ୍ୟକଳାପ ଚଳାଇବାକୁ ଚେଷ୍ଟା କରିଛି। ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ପାକିସ୍ତାନର ୩ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି ଭାରତୀୟ ସେନା। ଏଥିରେ ଗୋଟିଏ F-16 ଏବଂ ଦୁଇଟି […]

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରୁ ପାକିସ୍ତାନ ଭାରତର ଅନେକ ସ୍ଥାନରେ ବଡ଼ ଆକ୍ରମଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛି।  ସୂଚନା ଅନୁଯାୟୀ, ଜମ୍ମୁର ବିମାନବନ୍ଦର ଏବଂ ରେଳ ଷ୍ଟେସନ ବ୍ୟତୀତ, ପାକିସ୍ତାନ ରାଜସ୍ଥାନର ପଠାଣକୋଟ ଏବଂ ଜୈସଲମେରରେ ମଧ୍ୟ ଏହାର ଘୃଣ୍ୟ କାର୍ଯ୍ୟକଳାପ ଚଳାଇବାକୁ ଚେଷ୍ଟା କରିଛି। ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ପାକିସ୍ତାନର ୩ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି ଭାରତୀୟ ସେନା। ଏଥିରେ ଗୋଟିଏ F-16 ଏବଂ ଦୁଇଟି JF-17 ବିମାନ ଅନ୍ତର୍ଭୁକ୍ତ ରହିଛି।

ଆହୁରି ପଢ଼ନ୍ତୁ: ଆଇନ ନ ଜାଣି 'ବାହୁବଳୀ' ପରି ବ୍ୟବହାର କରନ୍ତୁ ନାହିଁ: ବିହାରର ଜଣେ ଜଜ୍‌ଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

୮ଟି କ୍ଷେପଣାସ୍ତ୍ର ଏବଂ ୧୬ଟି ଡ୍ରୋନ ମଧ୍ୟ ନଷ୍ଟ କରାଯାଇଛି

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ବଡ଼ ରଣନୀତିର ସଙ୍କେତ: ପୁଣି ଏକାଠି ହୋଇପାରନ୍ତି ବିଜେପି-ଅକାଳୀ ଦଳ

ପାକିସ୍ତାନ ଭାରତର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର S-400 ଏହାର ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ପାକିସ୍ତାନର ଘୃଣ୍ୟ ଉଦ୍ଦେଶ୍ୟକୁ ବିଫଳ କରିଥିଲା। ରିପୋର୍ଟ ଅନୁଯାୟୀ ଭାରତ ପାକିସ୍ତାନର ଗୋଟିଏ F-୧୬ ଏବଂ ଦୁଇଟି JF-୧୭ ଲଢ଼ୁଆ ବିମାନ ସହିତ ୮ଟି କ୍ଷେପଣାସ୍ତ୍ର ଏବଂ ୧୬ଟି ଡ୍ରୋନକୁ ନଷ୍ଟ କରିଦେଇଛି।

ଆହୁରି ପଢ଼ନ୍ତୁ: ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପଙ୍କ ବଡ଼ ଚାଲ୍: ରୁଷ ସହ ବ୍ୟବସାୟିକ ଚୁକ୍ତିକୁ ଅଟକାଇଲା ଆମେରିକା

ପାକିସ୍ତାନ କେବେ ଆକ୍ରମଣ କରିଥିଲା?

ଗତକାଲି ରାତିରେ ପାକିସ୍ତାନ ୧୫ଟି ଭାରତୀୟ ସହରକୁ ଟାର୍ଗେଟ କରିବାର ବିଫଳ ପ୍ରୟାସର କିଛି ଘଣ୍ଟା ପରେ ଜମ୍ମୁ ଏବଂ କାଶ୍ମୀରର ଅନେକ ସ୍ଥାନରେ ଆକ୍ରମଣ କରିଥିଲା। ରାତି ୯ଟାର ଜମ୍ମୁରେ ଜୋରଦାର ବିସ୍ଫୋରଣ ଶୁଣାଗଲା। ତା’ପରେ ଭାରତୀୟ ସେନା ପକ୍ଷରୁ ଆର୍ଲଟ କରାଯିବା ସହ ସମଗ୍ର ଅଞ୍ଚଳରେ ବ୍ଲାକ୍‌ ଆଉଟ୍‌ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର