ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭାରତ-ପାକ୍ ଉତ୍ତେଜନା: ବଢିଲା ଶ୍ରୀମନ୍ଦିର, ହୀରାକୁଦ ଡ୍ୟାମ, ଓ ପାରାଦୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥା..

The Sakala Picture
Published On

ଭୁବନେଶ୍ବର: ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ଯରେ ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କଡ଼ା ସୁରକ୍ଷା ବଳୟରେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ବ । ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସହ ଅତ୍ୟାଧୁନିକ ଏଲଏମଜି ସ୍ଥାପନ କରାଯାଇଛି । ଆଜିଠାରୁ ହୀରାକୁଦ ଜଲଭଣ୍ଡାର ଅଞ୍ଚଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହୀରାକୁଦ ଏବଂ ବୁର୍ଲା ଉଭୟ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । […]

ଭୁବନେଶ୍ବର: ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ଯରେ ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କଡ଼ା ସୁରକ୍ଷା ବଳୟରେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ବ । ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସହ ଅତ୍ୟାଧୁନିକ ଏଲଏମଜି ସ୍ଥାପନ କରାଯାଇଛି । ଆଜିଠାରୁ ହୀରାକୁଦ ଜଲଭଣ୍ଡାର ଅଞ୍ଚଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହୀରାକୁଦ ଏବଂ ବୁର୍ଲା ଉଭୟ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏୟାର ଡିଫେନ୍ସ ସିଷ୍ଟମ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସମ୍ବଲପୁର ଏସପି ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସେହିପରି- କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର। ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଉଭୟ ପାର୍ଶ୍ବରେ ପାଟ୍ରୋଲିଂ ବଢାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରାଯାଉଛି। ଗତକାଲି ରାତି ରେ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଂ କରାଯାଇଥିଲା । ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପୁରୀ ରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି । ସେହିପରି ଶ୍ରୀ ମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା

ପାରାଦୀପରେ ମଧ୍ଯ ହାଇ ଆଲର୍ଟ ଜାରି ହୋଇଛି। ପାରାଦୀପ ବନ୍ଦର ସୁରକ୍ଷା ବଢ଼ାଇ ଦିଆଯାଇଛି। ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି। ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

ଆହୁରି ପଢ଼ନ୍ତୁ: 'ଇସ୍ରାଏଲ୍ ୨ ଘଣ୍ଟା ବି ତିଷ୍ଠି ପାରିବ ନାହିଁ': ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ

09 May 2025 By The Sakala

ଭାରତ-ପାକ୍ ଉତ୍ତେଜନା: ବଢିଲା ଶ୍ରୀମନ୍ଦିର, ହୀରାକୁଦ ଡ୍ୟାମ, ଓ ପାରାଦୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥା..

ଭୁବନେଶ୍ବର: ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ଯରେ ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କଡ଼ା ସୁରକ୍ଷା ବଳୟରେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ବ । ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସହ ଅତ୍ୟାଧୁନିକ ଏଲଏମଜି ସ୍ଥାପନ କରାଯାଇଛି । ଆଜିଠାରୁ ହୀରାକୁଦ ଜଲଭଣ୍ଡାର ଅଞ୍ଚଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହୀରାକୁଦ ଏବଂ ବୁର୍ଲା ଉଭୟ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏୟାର ଡିଫେନ୍ସ ସିଷ୍ଟମ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସମ୍ବଲପୁର ଏସପି ।

ସେହିପରି- କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର। ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଉଭୟ ପାର୍ଶ୍ବରେ ପାଟ୍ରୋଲିଂ ବଢାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରାଯାଉଛି। ଗତକାଲି ରାତି ରେ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଂ କରାଯାଇଥିଲା । ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପୁରୀ ରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି । ସେହିପରି ଶ୍ରୀ ମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ ।

ପାରାଦୀପରେ ମଧ୍ଯ ହାଇ ଆଲର୍ଟ ଜାରି ହୋଇଛି। ପାରାଦୀପ ବନ୍ଦର ସୁରକ୍ଷା ବଢ଼ାଇ ଦିଆଯାଇଛି। ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି। ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର