ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ଏନ.ଭି. ରମଣଙ୍କ ନାମ ସୁପାରିସ୍

The Sakala Picture
Published On

ନୂଆଦିଲ୍ଲୀ: ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ) ହୋଇପାରନ୍ତି। ଏଥିଲାଗି ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି। ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ। ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ଯକାଳ ଶେଷ ହେବାକୁ ଯାଉଛି। ସୁପ୍ରିମକୋର୍ଟର ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହିଁ କାର୍ଯ୍ଯକାଳ ଶେଷ […]

ନୂଆଦିଲ୍ଲୀ: ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ) ହୋଇପାରନ୍ତି। ଏଥିଲାଗି ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି। ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ।

ଆହୁରି ପଢ଼ନ୍ତୁ: ସୁରଟ ରେଳ ଷ୍ଟେସନରେ ହାଇଡ୍ରାମା: ଟ୍ରେନରେ ଯାତ୍ରୀଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ ବିଦେଶୀ ନାଗରିକ, ପୋଲିସ ହେପାଜତରେ ମୃତ୍ୟୁ

ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ଯକାଳ ଶେଷ ହେବାକୁ ଯାଉଛି। ସୁପ୍ରିମକୋର୍ଟର ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହିଁ କାର୍ଯ୍ଯକାଳ ଶେଷ ହେବା ପୂର୍ବରୁ ନୂତନ ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ, ୨୦୦୦ ମସିହାରେ ଜଷ୍ଟିସ ରମଣ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ଯ୍ଯକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମଣ । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା।

ଆହୁରି ପଢ଼ନ୍ତୁ: କାହିଁକି ଆଉ ଏକ ପଦଯାତ୍ରା ପାଇଁ ଚେତାବନୀ ଦେଉଛି ସିଜେପି (CJP)? ଏଫଆଇଆର୍ ରଦ୍ଦ ଓ ନିଟ୍ (NEET) କ୍ଷତିପୂରଣ ସମେତ ରହିଛି ୩ଟି ପ୍ରମୁଖ ଦାବି

24 Mar 2021 By The Sakala

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ଏନ.ଭି. ରମଣଙ୍କ ନାମ ସୁପାରିସ୍

ନୂଆଦିଲ୍ଲୀ: ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ) ହୋଇପାରନ୍ତି। ଏଥିଲାଗି ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି। ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ।

ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ଯକାଳ ଶେଷ ହେବାକୁ ଯାଉଛି। ସୁପ୍ରିମକୋର୍ଟର ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହିଁ କାର୍ଯ୍ଯକାଳ ଶେଷ ହେବା ପୂର୍ବରୁ ନୂତନ ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି।

ସୂଚନା ଅନୁଯାୟୀ, ୨୦୦୦ ମସିହାରେ ଜଷ୍ଟିସ ରମଣ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ଯ୍ଯକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମଣ । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର